13/05/2026
ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତାର ଗଦି ବଜାର ଉଚ୍ଛେଦ ବେଳେ ଉତ୍ତେଜନା । ଉଚ୍ଛେଦ ବେଳେ ପ୍ରଶାସନର ପାତରଅନ୍ତର ନୀତି ବିରୁଦ୍ଧରେ ତାତିଲେ ବ୍ୟବସାୟୀ, ପେଟ୍ରୋଲ ଢାଳି ଆତ୍ମହତ୍ୟା ପାଇଁ କଲେ ଉଦ୍ୟମ ।
CMO Odisha
Suresh Pujari
Ama Bhadrak Khabara
District Administration,Bhadrak
Bhadrak Police