Odisha365

Odisha365 ODISHA365
-------------
ମନ ଖୋଜେ ଟିକେ ଶାନ୍ତି
-------------------
'ଭଲ ଲୋକଙ୍କ ଭଲ କଥା'
କେବଳ ଯେ ଭଲ ଲାଗେ; ତାହା ନୁହେଁ,
ଏକ ଭଲ ସମାଜ ଗଠନରେ ମଧ୍ୟ: ସାହାଯ୍ୟ କରେ

ମନ ଖୋଜେ ଟିକେ ଶାନ୍ତି
-----------------

ସଦାସର୍ବଦା ଶ୍ରୀଜଗନ୍ନାଥ ଚେତନା, ଶ୍ରୀଜଗନ୍ନାଥ ସାହିତ୍ୟ ଆଲୋଚନା ଓ  ଶ୍ରୀଜଗନ୍ନାଥ ପୁସ୍ତକ ରଚନାରେ ବ୍ରତୀ ଥିବା ସୁରେନ୍ଦ୍ର ନାଥ ଦାଶଙ୍କୁ ଓଡ...
17/10/2025

ସଦାସର୍ବଦା ଶ୍ରୀଜଗନ୍ନାଥ ଚେତନା, ଶ୍ରୀଜଗନ୍ନାଥ ସାହିତ୍ୟ ଆଲୋଚନା ଓ
ଶ୍ରୀଜଗନ୍ନାଥ ପୁସ୍ତକ ରଚନାରେ ବ୍ରତୀ ଥିବା ସୁରେନ୍ଦ୍ର ନାଥ ଦାଶଙ୍କୁ
ଓଡ଼ିଶା ୩୬୫ ଚ୍ୟାନେଲ ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି |
ତାଙ୍କ ସହ ବିତିଥିବା ଆମର କିଛି ମୁହୂର୍ତ୍ତ ସଦାସର୍ବଦା ଚିର ସ୍ମରଣୀୟ ହୋଇ ରହିବ |
ତାଙ୍କ ଠାରୁ କିଛି କଥା ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ଯାହା ଆମେ ସଂଗ୍ରହ କରିଥିଲୁ
ତାହା ଆପଣ ଏହି ପ୍ଲେଲିଷ୍ଟରେ ଦେଖି ପାରିବେ |
- https://www.youtube.com/playlist?list=PLZc44JXawnKFtF4_LU-UEmdXaj3mc4Xqj --

|| ଜୟ ଜଗନ୍ନାଥ || ଓମ୍ ଶାନ୍ତିଃ ||🙏🙏

17/09/2025

ଆସ ବାଡ଼ିରେ ହାଟ ବସେଇବା

16/09/2025

ଶ୍ରୀ ଅରୋବିନ୍ଦଙ୍କ ଜୀବନରେ ମା' ଦକ୍ଷିଣକାଳୀଙ୍କ ମହିମା

Send a message to learn more

ଭିଡ଼ିଓ ଦେଖି ଆଖି ଲୁହକୁ ରୋକି ପାରିବେନିମାଆ ଗୁଣ୍ଡିଚା ଆଉ ପୁଅ ଜଗନ୍ନାଥଙ୍କର ବିଚ୍ଛେଦ ବର୍ଣ୍ଣନା ଏକ ସ୍ବତନ୍ତ୍ର ଉପସ୍ଥାପନା ବାହୁଡା଼ ଯାତ୍ର...
05/07/2025

ଭିଡ଼ିଓ ଦେଖି ଆଖି ଲୁହକୁ ରୋକି ପାରିବେନି
ମାଆ ଗୁଣ୍ଡିଚା ଆଉ ପୁଅ ଜଗନ୍ନାଥଙ୍କର ବିଚ୍ଛେଦ ବର୍ଣ୍ଣନା
ଏକ ସ୍ବତନ୍ତ୍ର ଉପସ୍ଥାପନା ବାହୁଡା଼ ଯାତ୍ରା ଅବସରରେ।
ନିଶ୍ଚିତ ଦେଖିବେ ଆଉ ଭିଡ଼ିଓରେ କମେଣ୍ଟ କରି ମତାମତ ଦେବେ।
ଜୟ ଜଗନ୍ନାଥ |
https://youtu.be/086uYX0PQ0I

|| ବାହୁଡ଼ା ବିଚ୍ଛେଦ || ଆଖିରେ ଲୁହ ମନରେ କୋହ ||Bahuda Bichheda - Akhire Luha Manare Koha-----------------Bahuda Yatra Special Video Must Watch-----------------Th...

21/04/2025

ଯକ୍ଷଙ୍କ ପ୍ରଶ୍ନ ଆଉ ଯୁଧିଷ୍ଠିରଙ୍କ ଉତ୍ତରରୁ ଆପଣ ପାଇପାରିବେ ଆପଣଙ୍କ ଜୀବନର ସବୁ ସମସ୍ୟାର ସମାଧାନ
| Narayan Mishra | Bhitiri Katha | Odisha 365

Address

Khandagiri
Bhubaneswar
751030

Alerts

Be the first to know and let us send you an email when Odisha365 posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Odisha365:

Share