Quick Odisha News

Quick Odisha News Quick Odisha digital news platform dedicated to delivering accurate, unbiased, and timely news from Odisha.
(1)

We cover a wide range of topics including politics, culture, education & local achievements ensuring our audience stays informed and empowered.

30/06/2026

ମୋହନ ଚରଣ ମାଝୀ ମୋ ବା* ମୁଖ୍ୟମନ୍ତ୍ରୀ II Quick Odisha News
CMO Odisha Mohan Charan Majhi

30/06/2026

କାଳିଆ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ II Quick Odisha News CMO Odisha Mohan Charan Majhi

09/06/2026

#ରଜକୁ_ଓଡ଼ିଶାକୁ_ଭିଜାଇବମୌସୁମୀ ।
ଆସନ୍ତା ୫ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ, ଏନେଇ ପାଗ ଅନୁକୂଳ ରହିଛି ବୋଲି ସୂଚନା ଦେଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର II Quick Odisha News

09/06/2026

#ଦୀଘାରୁ_ହଟିଲା_ଧାମ
ଦୀଘାରୁ ହଟିଲା ‘ଧାମ’ । ଦୀଘା ଜଗନ୍ନାଥ ଧାମ’ ନାମ ପରିବର୍ତ୍ତନ ଦାବିକୁ ଗ୍ରହଣ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ଏନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ II Quick Odisha News

07/03/2026

#କାଲି_ମିଳିବ_ଶୁଭଦ୍ରା_ଟଙ୍କା
ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ‘ସୁଭଦ୍ରା’ ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କରାଯିବ II Quick Odisha News



Women & Child Development, Government of Odisha Government of Odisha Ministry of Women & Child Development, Government of India Government Of India

28/02/2026

'AAP କୁ ଶେଷ କରିବାକୁ ଷଡଯନ୍ତ୍ର ରଚିଥିଲେ ମୋଦି-ଶାହ, ଯଦି ଦମ୍ ଅଛି ଆଜି ଦିଲ୍ଲୀରେ ନିର୍ବାଚନ କର..': ଦୋଷମୁକ୍ତ ହେବାପରେ ବର୍ଷିଲେ କେଜ୍ରିୱାଲ II Quick Odisha News

26/02/2026

#ସାମ୍ବାଦିକାଙ୍କୁ_ବିଚ୍_ରାସ୍ତାରେ_ଦୁର୍ବ୍ୟବହାର
ଦୁଇ ମଦ୍ୟପ ପ୍ରଥମେ ଗାଡ଼ିରେ ଧକ୍କା ଦେଲେ। ତାପରେ ଅସଭ୍ୟ ଭାଷାରେ ଗାଳିଗୁଲଜ କଲେ। ଶୁଣନ୍ତୁ ଘଟଣା ସମ୍ପର୍କରେ କ'ଣ କହୁଛନ୍ତି ସାମ୍ବାଦିକା II Quick Odisha News

24/02/2026

ସ୍ଲୋଗାନରେ 'ଜୟ କିଷାନ', କିନ୍ତୁ କାମରେ 'ଭାଗୋ କିଷାନ'।
ବିଶାଳ ଚାଷୀ ସୁରକ୍ଷା ସମାବେଶରେ ସାମିଲ ହେଲେ ପୁର୍ବତ୍ତନ ମୁଖ୍ୟମନ୍ତ୍ରୀ Naveen Patnaik II Quick Odisha News

12/02/2026

#ସୁବର୍ଣ୍ଣପୁର_ଜିଲ୍ଲାରେ_ଭାରତ_ବନ୍ଦ_ର_ପ୍ରଭାବ

Quick Odisha News
District Administration Subarnapur

Address

Bhubaneswar

Alerts

Be the first to know and let us send you an email when Quick Odisha News posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category