କଟକ ଖବର

କଟକ ଖବର କଟକ କୁ ଭଲ ପାଉଥିବା ଫେସବୁକ୍ ପୃଷ୍ଠା ଟିଏ truth and update news anytime

27/09/2026

ସମ୍ପୂର୍ଣ୍ଣ ପାରମ୍ପରିକ ରୀତିନୀତିରେ ଗଜାନନ ଙ୍କୁ ପାଲିଙ୍କି ବସାଇବା ସହ କାନ୍ଧରେ ନେଇ ଖାଲି ପାଦ ରେ ଭସାଣି ଶୋଭାଯାତ୍ରା କଲେ କଟକ ଖାନ ନଗର ତ୍ରିରଙ୍ଗା କ୍ଳବ୍ ର ସଦସ୍ୟ ମାନେ। ଭସାଣି ଶୋଭାଯାତ୍ରା ସମୟରେ କେବଳ ଘଣ୍ଟ ବାଜିଥିଲା।

27/09/2026

କଟକ ଝାଞ୍ଜିର ମଙ୍ଗଳା ବୁଢ଼ୀ ମଙ୍ଗଳା କ୍ଳବ୍ ର ଲାଇଟ୍ ମେଢ଼

27/09/2026

କଟକ ରେ ଦ୍ୱିତୀୟ ପର୍ଯ୍ୟାୟ ଗଜାନନ ଙ୍କ ଭସାଣି ଯାତ୍ରା ସମୟରେ

27/09/2026

କଟକରେ ଗଜାନନ ଙ୍କ ଭସାଣି ଯାତ୍ରା ବେଳେ ପାରମ୍ପରିକ ବାଦ୍ୟ ରେ କମ୍ପିଲା ସମଗ୍ର ଅଞ୍ଚଳ।

27/09/2026

କଟକ ରେ ଗଜାନନ ଙ୍କ ଭସାଣି ଯାତ୍ରା ରେ ମହତାବ୍ ମାଡ଼ ପରମ୍ପରା

କଟକରେ ଚାଲିଛି ଗଜାନନ ଙ୍କ ଭସାଣି ଯାତ୍ରା
27/09/2026

କଟକରେ ଚାଲିଛି ଗଜାନନ ଙ୍କ ଭସାଣି ଯାତ୍ରା

କଟକରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ଗଜାନନ ଙ୍କ ଭସାଣି ଯାତ୍ରା।
27/09/2026

କଟକରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ଗଜାନନ ଙ୍କ ଭସାଣି ଯାତ୍ରା।

କଟକ ରେ ଦ୍ୱିତୀୟ ପର୍ଯ୍ୟାୟ ଗଜାନନ ଙ୍କ ଭସାଣି ଯାତ୍ରା ଚାଲିଥିବା ବେଳେ ନିଜେ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥା ର ତଦାରଖ କରିଛନ୍ତି କଟକ ଡି ସ...
27/09/2026

କଟକ ରେ ଦ୍ୱିତୀୟ ପର୍ଯ୍ୟାୟ ଗଜାନନ ଙ୍କ ଭସାଣି ଯାତ୍ରା ଚାଲିଥିବା ବେଳେ ନିଜେ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥା ର ତଦାରଖ କରିଛନ୍ତି କଟକ ଡି ସି ପି ଋଷିକେଶ ଖିଲାରୀ

କଟକ ର ଖାଲ ରାସ୍ତାରେ ବୁଲୁଛି ଯମ କଟକ ସହରର ପ୍ରମୁଖ ରାସ୍ତା ମାନଙ୍କର ଅବସ୍ଥା ବର୍ତ୍ତମାନ ଶୋଚନୀୟ ହୋଇପଡ଼ିଛି।  ରାସ୍ତାମାନଙ୍କରେ ସୃଷ୍ଟି ହୋ...
27/09/2026

କଟକ ର ଖାଲ ରାସ୍ତାରେ ବୁଲୁଛି ଯମ
କଟକ ସହରର ପ୍ରମୁଖ ରାସ୍ତା ମାନଙ୍କର ଅବସ୍ଥା ବର୍ତ୍ତମାନ ଶୋଚନୀୟ ହୋଇପଡ଼ିଛି। ରାସ୍ତାମାନଙ୍କରେ ସୃଷ୍ଟି ହୋଇଥିବା ଗାଢ଼ ଅନେକ ଲୋକଙ୍କ ଧନ ଜୀବନ ନଷ୍ଟ କରିଥିଲେ ସୁଦ୍ଧା ଚେତା ପଶୁ ନାହିଁ ପ୍ରଶାସନ ର । ଏହାର ମରାମତି ତୁରନ୍ତ କରିବା ପାଇଁ କଟକ ର ରବିନ୍ଦ୍ର ସାହୁ ଓରଫ ଗେଡା ନିଆରା ଢଙ୍ଗରେ ଯମ ବେଶ ପରିଧାନ କରି ପ୍ରତିବାଦ କରିଛନ୍ତି ବିପର୍ଯ୍ୟସ୍ତ ରାସ୍ତାରେ।

27/09/2026

ଚାଲିଛି କଟକରେ ଦ୍ୱିତୀୟ ପର୍ଯ୍ୟାୟ ଗଜାନନ ଙ୍କ ଭସାଣି ଯାତ୍ରା

Address

Cuttack

Telephone

+919437146387

Website

Alerts

Be the first to know and let us send you an email when କଟକ ଖବର posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to କଟକ ଖବର:

Shortcuts

Share