01/03/2026
ଆଜି ସନ୍ତରାବାଳି ଗ୍ରାମ ପଞ୍ଚାୟତ ନାହକସାହିରେ ହେଉଥିବା ଗାଁ ସଂସ୍କୃତି କାଯ୍ୟକ୍ରମ ରେ ଯୋଗୋଦାନ ଦେଲେ ବଡ଼ମ୍ବା ନେତା Ex ଅଧ୍ୟକ୍ଷ ଶ୍ରୀ Bibhudatta Pattanaik , ବଡ଼ମ୍ବା ବ୍ଲକ ଅଧ୍ୟକ୍ଷ ଶ୍ରୀ ରଘୁପତି ମହାନ୍ତି,ଗ୍ରାମ ସଭାପତି ଶ୍ରୀ ନିରଜଞ୍ଜ ବାରିକ, ଉପସ୍ଥିତ ଶ୍ରୀ Atal Bihari Pradhan ,ଓ ଶ୍ରୀ ସୁଶାନ୍ତ କୁମାର ଜେନା,ସନ୍ତରାବାଳି ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଶ୍ରୀକାନ୍ତ ଜେନା, ନାୟବ ସରପଞ୍ଚ ଶ୍ରୀ ଶରତ କୁମାର ସାହୁ, ସାମ୍ବାଦିକ ଶ୍ରୀ ବଟକୃଷ୍ଣ ପ୍ରଧାନ, ବଲଭଦ୍ର ପାତ୍ର, ଭମର ଜେନା, ରବୀନ୍ଦ୍ର କୁମାର ଶତପଥି,ଏଵଂ ସମସ୍ତ ଗ୍ରାମ ବାସୀବୃନ୍ଦ ମୋର କଳାକାର ବନ୍ଧୁ
Nitin Nabin Mohan Charan Majhi BJP Odisha Manmohan Samal Manas Mohanty