07/06/2026
ଯେଉଁ ସରକାରୀ ଅଧିକାରୀ ଲାଞ୍ଚ ନେଇ ଧରାପଡ଼ିବା ପରେ ପୁଣି ଚାକିରିରେ ଯୋଗ ଦେଇଛନ୍ତି, ସେମାନଙ୍କ ଅଫିସ ନେମପ୍ଲେଟରେ ନାମ ପରେ ପୂର୍ବରୁ ଲାଞ୍ଚୁଆ( ପୂ.ଲା) / Bribery Before ( B.B) ଲେଖା ଗଲେ କେମିତି ହୁଅନ୍ତା????
Comment କରନ୍ତୁ।