ଝାରସୁଗୁଡ଼ାର୍ ସତ୍ ଅସତ

ଝାରସୁଗୁଡ଼ାର୍ ସତ୍ ଅସତ "ସତ୍ୟକୁ ଉଜାଗର କରିବା ହିଁ ମୋର ଲକ୍ଷ୍ୟ"

ନିଜ ରାଜନୈତିକ ରୋଟି ସେକିବାରେ ଅନ୍ଧ ଝାରସୁଗୁଡ଼ାର ପୁର୍ବତନ ବିଧାୟିକା Deepali Das , ବିଧାୟକଙ୍କ ଉନ୍ନତି ମୂଳକ କାର୍ଯ୍ୟ ଗୁଡିକୁ ସହି ପାରୁ...
01/09/2026

ନିଜ ରାଜନୈତିକ ରୋଟି ସେକିବାରେ ଅନ୍ଧ ଝାରସୁଗୁଡ଼ାର ପୁର୍ବତନ ବିଧାୟିକା Deepali Das , ବିଧାୟକଙ୍କ ଉନ୍ନତି ମୂଳକ କାର୍ଯ୍ୟ ଗୁଡିକୁ ସହି ପାରୁ ନାହାନ୍ତି ଏବଂ ଲୋକଙ୍କୁ ଭ୍ରମିତ କରୁଛନ୍ତି । ଝାରସୁଗୁଡ଼ା ବିଧାୟକ Tankadhar Tripathy ଙ୍କ ବିରୋଧରେ ଏହି ଭଳି ଅନେକ ମିଛ ବାର୍ତ୍ତା ଦେଉଛନ୍ତି ।
ଧନ୍ୟବାଦ Udit Gardia ଭାଇ ଏହି ଭଳି ଆଗକୁ ବଢିଚାଲ ।
ସତ୍ୟମେବ ଜୟତେ 🙏🏻
#ଝାରସୁଗୁଡ଼ାର୍_ସତ୍_ଅସତ୍

ସୁରେଶ ବାବୁ, ଦୋଗଲାଗିରି କରିବା ପାଇଁ ଖାଲି ଝାରସୁଗୁଡ଼ା ହିଁ ମିଳିଲା କି ? ନିଜ ବ୍ରଜରାଜନଗରରେ ଏମିତି ଦୋଗଲା ରାଜନୀତି କରିବାକୁ କାହିଁକି ସା...
29/08/2026

ସୁରେଶ ବାବୁ, ଦୋଗଲାଗିରି କରିବା ପାଇଁ ଖାଲି ଝାରସୁଗୁଡ଼ା ହିଁ ମିଳିଲା କି ?

ନିଜ ବ୍ରଜରାଜନଗରରେ ଏମିତି ଦୋଗଲା ରାଜନୀତି କରିବାକୁ କାହିଁକି ସାହସ କଲେନି ?
ଝାରସୁଗୁଡ଼ାର ଜନତା ସବୁ ଦେଖୁଛନ୍ତି, ସବୁ ବୁଝୁଛନ୍ତି !

05/08/2026

#ଉଦାରତା_ଏବଂ_ଧୌର୍ଯ୍ୟର_ଉଦାହରଣ_ଦେଲେ_ଝାରସୁଗୁଡା_ବିଧାୟକ_ଟଙ୍କଧର_ତ୍ରିପାଠୀ.
ଆଜି ଝାରସୁଗୁଡା ସରବାହାଲ ଠାରେ ଷ୍ଟ୍ରିଟ ଲାଇଟ ବ୍ୟବସ୍ତା ର ଶୁଭ ଦେଇ ଯାଇଥିବା ବେଳେ,ସ୍ଥାନୀୟ କିଛି ବାସିନ୍ଦା ଏହାର ବିରୋଧ କରିଥିଲେ,ସେମାନେ କହିବା ମୁତାବକ ଆଗରୁ ଏହି କାମ କୁ ଜାଣିକି ବନ୍ଦ କରି ଦିଆଯାଇଥିଲା ଏବଂ ଵର୍ତମାନ ଶ୍ରେୟ ନେବାପାଇଁ ବିଧାୟକ ଆସିଛନ୍ତି,ଏହି ସମୟରେ ବିଧାୟକ ଙ୍କ ସମର୍ଥକ ଙ୍କ ସହ ବିରୋଧ କରୁଥିବା ବାସିନ୍ଦା ଙ୍କ ଯୁକ୍ତିତର୍କ ହେଇଥିଲା.ତେବେ ବିଧାୟକ ଟଙ୍କଧର ଅତି ଧୌର୍ଯ୍ୟ ର ସହ ନିଜ ସମର୍ଥକ ଙ୍କୁ ଶାନ୍ତ କରେଇବା ସହ ବିରୋଧ କରୁଥିବା ଲୋକଙ୍କ ସହ ଆଲୋଚନା କରିବା ସହ ବିକାଶ କାମରେ ସବୁ ପ୍ରକାର ସହାୟତା କରିବେ ବୋଲି ଆଶ୍ୱାସନା ଦେଇଥିଲେ. ତେବେ ଘଟଣା ପ୍ରକୃତ ରେ ଯାହା ହେଉନା କାହିଁକି ବିଧାୟକ ଟଙ୍କଧର ଯେଉଁ ପରି ଭାବେ ଘଟଣା କୁ ସାମନା କଲେ ଏବଂ ବିରୋଧ କରୁଥିବା ଲୋକଙ୍କୁ ମଧ୍ୟ ସ୍ନେହ ର ସହ ଘଟଣା ବୁଝାଇଲେ ତାହା ତାଙ୍କ ରାଜନୀତିକ ପରିପକ୍ଵତା ଦର୍ଶାଉଛି ବୋଲି ଅନେକ ରାଜନୀତିକ ସମୀକ୍ଷକ ମତ ଦେଇଛନ୍ତି.







ସତ୍ୟ କଥା ଲୋକଙ୍କ ପାଖରେ ପହଞ୍ଚି ସାରିଛି। ବିରୋଧୀମାନେ ନିଜ ନିଜ ଭୂମିକା ପାଳନ କରୁଛନ୍ତି । #ଝାରସୁଗୁଡ଼ା
04/08/2026

ସତ୍ୟ କଥା ଲୋକଙ୍କ ପାଖରେ ପହଞ୍ଚି ସାରିଛି। ବିରୋଧୀମାନେ ନିଜ ନିଜ ଭୂମିକା ପାଳନ କରୁଛନ୍ତି ।
#ଝାରସୁଗୁଡ଼ା

 #ଝାରସୁଗୁଡ଼ା                      #ସତ୍ୟ_କଥା  #ଜନତାଙ୍କ_ସ୍ୱର  #ଓଡ଼ିଶା_ରାଜନୀତି  #ରାଜନୈତିକ_ଚର୍ଚ୍ଚା  #ସତ୍ୟ_ସାମ୍ନାକୁ_ଆସୁ  #ଜନତ...
13/07/2026

#ଝାରସୁଗୁଡ଼ା #ସତ୍ୟ_କଥା #ଜନତାଙ୍କ_ସ୍ୱର #ଓଡ଼ିଶା_ରାଜନୀତି #ରାଜନୈତିକ_ଚର୍ଚ୍ଚା #ସତ୍ୟ_ସାମ୍ନାକୁ_ଆସୁ #ଜନତା_ସବୁ_ଦେଖୁଛନ୍ତି

ଲଜ୍ଜା! ଲଜ୍ଜା! ଲଜ୍ଜା! ନିଜର ଶସ୍ତା ରାଜନୀତି ଏବଂ ମାଇଲେଜ୍ ପାଇଁ କୋମଳମତି ସ୍କୁଲ ପିଲାଙ୍କୁ ଢାଲ ସଜାଇଲେ ବିଜେଡି ନେତ୍ରୀ ଦୀପାଳି ଦାସ ଓ ଈପ...
10/07/2026

ଲଜ୍ଜା! ଲଜ୍ଜା! ଲଜ୍ଜା!

ନିଜର ଶସ୍ତା ରାଜନୀତି ଏବଂ ମାଇଲେଜ୍ ପାଇଁ କୋମଳମତି ସ୍କୁଲ ପିଲାଙ୍କୁ ଢାଲ ସଜାଇଲେ ବିଜେଡି ନେତ୍ରୀ ଦୀପାଳି ଦାସ ଓ ଈପ୍ସିତା ସାହୁ!

"ଶିକ୍ଷା ବଞ୍ଚାଅ" ନାଁରେ ନାଟକ କରି, ହାତରେ ଲେମ୍ବୁ ଧରି ନାଚୁଥିବା ଏହି ନେତ୍ରୀମାନଙ୍କୁ ପ୍ରତିବାଦ ସଭାରେ ଜଳୁଥିବା କୁଶପୁତ୍ତଳିକା ସାମ୍ନାରେ ସ୍କୁଲ ୟୁନିଫର୍ମ ପିନ୍ଧା ଛୋଟ ପିଲାଙ୍କୁ ଛିଡ଼ା କରିବାକୁ ଟିକେ ବି ଲାଜ ଲାଗିଲାନି?
👉 ବିଜେଡି ନେତ୍ରୀଙ୍କୁ ସିଧା ପ୍ରଶ୍ନ:

• ନେତାଙ୍କ ପିଲାମାନେ ଏସି ରୁମ୍‌ରେ ବସି ବଡ଼ ବଡ଼ ସ୍କୁଲରେ ପଢ଼ିବେ, ଆଉ ଗରିବ ସରକାରୀ ସ୍କୁଲର ପିଲାମାନେ ତୁମ ରାଜନୈତିକ ପ୍ରତିବାଦର ଖରାରେ ସ୍ଲୋଗାନ ଦେବେ?

• ରାଜରାସ୍ତାରେ ନିଆଁ ଜଳାଇ କୁଶପୁତ୍ତଳିକା ଦାହ କରାଯାଉଥିବା ବେଳେ ଛୋଟ ପିଲାଙ୍କ ସୁରକ୍ଷା ସହ ଖେଳ ଖେଳିବା କେଉଁ ପ୍ରକାରର ଆନ୍ଦୋଳନ?
ଏହା ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ ଆଇନର ଖୋଲାଖୋଲି ଉଲ୍ଲଂଘନ। ଶିଶୁ ସୁରକ୍ଷା ଆଇନ ଆଧାରରେ ପ୍ରଶାସନ ତୁରନ୍ତ ଏହି ଅହଂକାରୀ ନେତ୍ରୀମାନଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ।

ଓଡ଼ିଶାର ଭବିଷ୍ୟତ କୋମଳମତି ଶିଶୁମାନଙ୍କୁ ବିଜେଡିର ଏହି ନୋଙ୍ଗରା ରାଜନୀତିରୁ ମୁକ୍ତ ରଖାଯାଉ!

ଅଣ୍ଡାଚୋର @ଇପ୍ସିତା ସାହୁ  ଝାରସୁଗୁଡା ରେ ଆସି କୁନି କୁନି ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତିଝାରସୁଗୁଡାର କୁନି କୁନି ପିଲାଙ୍କ ଶିକ୍ଷା ଓ ଭବି...
10/07/2026

ଅଣ୍ଡାଚୋର @ଇପ୍ସିତା ସାହୁ ଝାରସୁଗୁଡା ରେ ଆସି କୁନି କୁନି ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି
ଝାରସୁଗୁଡାର କୁନି କୁନି ପିଲାଙ୍କ ଶିକ୍ଷା ଓ ଭବିଷ୍ୟତ ସହ କୌଣସି ପ୍ରକାରର ରାଜନୀତି କିମ୍ବା ଅବହେଳା ଗ୍ରହଣଯୋଗ୍ୟ ନୁହେଁ । ପିଲାମାନଙ୍କ ସ୍ୱାର୍ଥ ସର୍ବପ୍ରଥମେ ରହିବା ଉଚିତ ।

17/06/2026

Deepali Das

ଗତ ୨୪ ବର୍ଷରୁ ଓଡ଼ିଶାରେ ଦୁର୍ନୀତି ଓ ଦୁଷ୍କର୍ମ କରୁଥିଲେ ବିଜୁ ଜନତା ଦଳର ସରକାର ଏବଂ ଝାରସୁଗୁଡାରେ ଗୋଟିଏ ପରିବାରର୍ ।  #ବିଜୁ_ଜନତା ଦଳ   ...
16/06/2026

ଗତ ୨୪ ବର୍ଷରୁ ଓଡ଼ିଶାରେ ଦୁର୍ନୀତି ଓ ଦୁଷ୍କର୍ମ କରୁଥିଲେ ବିଜୁ ଜନତା ଦଳର ସରକାର ଏବଂ ଝାରସୁଗୁଡାରେ ଗୋଟିଏ ପରିବାରର୍ ।
#ବିଜୁ_ଜନତା ଦଳ

15/06/2026

ଆପଣମାନେ ତ ଶିକ୍ଷିତ ଓକିଲ । କଲେକ୍ଟର ଅଫିସ୍ ପଛପଟେ ତିଆରି ହୋଇଥିବା ଆଶ୍ (Fly Ash) ପାହାଡ଼ ବିଷୟରେ କେବେ ପ୍ରେସ୍ କନ୍ଫରେନ୍ସ କରିଛନ୍ତି କି ? ଯେଉଁଠାରୁ ଆପଣଙ୍କ ଆକାମାନେ ବେଦାନ୍ତ ଠାରୁ କୋଟି କୋଟି ଟଙ୍କା କମାଇଥିଲେ, ଏବଂ ସେହି ବେଦାନ୍ତର ସହଯୋଗରେ ବିଧାୟକ Tankadhar Tripathy ସେହି ପାହାଡ଼ ଉପରେ ଗଛ ଲଗାଇଥିଲେ।" ।

Address

Jharsuguda
768202

Website

Alerts

Be the first to know and let us send you an email when ଝାରସୁଗୁଡ଼ାର୍ ସତ୍ ଅସତ posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share