Go Nuapada

Go Nuapada Widely disseminated Social Page of Nuapada District. Stay connected and updated with

ନୂଆପଡ଼ା ଜିଲ୍ଲା ରେ କାଲି (18 ଜୁନ୍) ରୁ ଖୋଲିବା ସ୍କୁଲ ।ହେଲେ ଖରା କୁ ଦୃଷ୍ଟି ରେ ରଖି 20 ଜୁନ୍ ପର୍ଯ୍ୟନ୍ତ ସକାଳ 6.30 ରୁ 11.30 ଯାଏ ସ୍କ...
17/06/2026

ନୂଆପଡ଼ା ଜିଲ୍ଲା ରେ କାଲି (18 ଜୁନ୍) ରୁ ଖୋଲିବା ସ୍କୁଲ ।
ହେଲେ ଖରା କୁ ଦୃଷ୍ଟି ରେ ରଖି 20 ଜୁନ୍ ପର୍ଯ୍ୟନ୍ତ ସକାଳ 6.30 ରୁ 11.30 ଯାଏ ସ୍କୁଲ ସମୟ ଧାର୍ଯ୍ୟ କରାଯାଇଛି ।

ନୂଆପଡ଼ା ତିଲେଇଝର ଗ୍ରାମ ର ଟିକେଲାଲ ସାହୁ ଭାଲୁ ଆକ୍ରମଣ ରେ ଆହତ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଅନ୍ୟତ୍ର ସ୍ଥାନା...
16/06/2026

ନୂଆପଡ଼ା ତିଲେଇଝର ଗ୍ରାମ ର ଟିକେଲାଲ ସାହୁ ଭାଲୁ ଆକ୍ରମଣ ରେ ଆହତ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଅନ୍ୟତ୍ର ସ୍ଥାନାନ୍ତରଣ ପାଇଁ ଡାକ୍ତର ଙ୍କ ପରାମର୍ଶ ପରେ ପରିବାର ଲୋକ ଙ୍କ ଦ୍ଵାରା ମହାସମୁନ୍ଦ୍ ରେ ଏକ ଘରୋଇ ଚିକତ୍ସାଳୟରେ ଭର୍ତ୍ତି ।

ଆସନ୍ତା 18 ତାରିଖ ରେ ହେବ ନୂଆପଡ଼ା ରେ ପବିତ୍ର ଶୀତଳଷଷ୍ଠୀ ଯାତ୍ରା ।।।।
13/06/2026

ଆସନ୍ତା 18 ତାରିଖ ରେ ହେବ ନୂଆପଡ଼ା ରେ ପବିତ୍ର ଶୀତଳଷଷ୍ଠୀ ଯାତ୍ରା ।।।।

ସୁନାବେଡ଼ା ବନ୍ୟପ୍ରାଣୀ ବନଖଣ୍ଡ କାର୍ଯ୍ୟାଳୟରେ ଘୋଟାଲା ଓ ମୃତ, ଅବସରପ୍ରାପ୍ତ ଅଧିକାରୀଙ୍କ ଟଙ୍କା ଅନିୟମିତତା କରି ଟଙ୍କା ଆତ୍ମସାତ୍ ପରେ କିର...
13/06/2026

ସୁନାବେଡ଼ା ବନ୍ୟପ୍ରାଣୀ ବନଖଣ୍ଡ କାର୍ଯ୍ୟାଳୟରେ ଘୋଟାଲା ଓ ମୃତ, ଅବସରପ୍ରାପ୍ତ ଅଧିକାରୀଙ୍କ ଟଙ୍କା ଅନିୟମିତତା କରି ଟଙ୍କା ଆତ୍ମସାତ୍ ପରେ କିରାଣୀ ଫେରାର। ଅବସରପ୍ରାପ୍ତ ରେଞ୍ଜରଙ୍କ ଟଙ୍କା ହଡ଼ପ ଉଦ୍ୟମ ବେଳେ ସାମନା କୁ ଆସିଲା ଘଟଣା । ବିଭାଗ ର ତନାଘନା ।
---- ଆପଣ ମାନଙ୍କ ନଜର ରେ ଆଉ କେଉଁ ଅଫିସ୍ ରେ ଏପରି ହେଉଛି ???

ଖରୀଆର ରୋଡ଼ ଥାନା ଅନ୍ତର୍ଗତ ଖଲିଆପାନି ଗ୍ରାମ ର ଏକ 9 ବର୍ଷ ବାଳକ କୁ ସାପ କାମୁଡ଼ି ଥିଲା । ବାପା ମା ଛୁଆ କୁ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟ କ...
13/06/2026

ଖରୀଆର ରୋଡ଼ ଥାନା ଅନ୍ତର୍ଗତ ଖଲିଆପାନି ଗ୍ରାମ ର ଏକ 9 ବର୍ଷ ବାଳକ କୁ ସାପ କାମୁଡ଼ି ଥିଲା । ବାପା ମା ଛୁଆ କୁ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟ କୁ ଆଣିଥିଲେ । ହେଲେ ବିରାଟ ବିଲ୍ଡିଙ୍ଗ ବିଶିଷ୍ଟ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ରେ ସାପ କାମୁଡିବା ର କେବଳ ପ୍ରାଥମିକ ଚିକିତ୍ସା କରି ତାଙ୍କୁ ବଲାଙ୍ଗୀର ଚିକିତ୍ସାଳୟ କୁ ପଠାଇ ଦିଆଯାଇଥିଲା ଏବଂ ସେଠାରେ ଚିକିତ୍ସାଧିନ ଅବସ୍ଥା ରେ ତାଙ୍କର ମୃତ୍ୟୁ ହୋଇଥିଲା । ହେଲେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଆସୁଥିବା ପ୍ରାୟତଃ ଗମ୍ଭୀର ମାମଲା ସବୁ କୁ ବୁର୍ଲା କିମ୍ବା ବଲାଙ୍ଗୀର ପଠାଇଦେବା ଯୋଗୁଁ ଚିକିତ୍ସା ର ଗୁରୁତ୍ୱପୂର୍ଣ୍ଣ 4-5 ଘଣ୍ଟା ସମୟ ନଷ୍ଟ ହୋଇଯାଏ ଓ ରୋଗୀ ଅନେକ ମାମଲା ରେ ରାସ୍ତା ରେ ମୃତ୍ୟୁ ବରଣ କରିଥାଏ କିମ୍ବା ବୁର୍ଲା କିମ୍ବା ବଲାଙ୍ଗୀର ରେ ପହଞ୍ଚିଲେ ମଧ୍ୟ ଅଧିକ ସମୟ ବଞ୍ଚି ରହି ପାରେ ନାହିଁ । ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟ କୁ ପ୍ରତିଦିନ ସହ ସହ ଲୋକ ଚିକିତ୍ସା ପାଇଁ ଆସିବା ସତ୍ତ୍ୱେ ଏଠାରେ ଉଚିତ୍ ଓ ପୂର୍ଣ୍ଣ ଚିକିତ୍ସା ଅଭାବ ରହିଛି ଏହା କାହାକୁ ଅଜଣା ନୁହେଁ । ନୂଆପଡ଼ା ର ଟ୍ରିପଲ ଇଞ୍ଜିନ ସରକାର କେବେ ଏହାପ୍ରତି ଧ୍ୟାନ ଦେବେ, ଅପେକ୍ଷା ରହିଲା, ହେଲେ ତା ପୂର୍ବରୁ ଅନେକ ମୂଲ୍ୟବାନ ଜୀବନ ଚାଲି ଯାଇଥିବ ନିଶ୍ଚିତ ।

10/06/2026

ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ର ସରଧାପୁର ବାବା ମଠ ବିଜୁ ଏକ୍ସପ୍ରେସ ନିକଟରେ କଳାହାଣ୍ଡି ଜିଲ୍ଲା ପଡୁ ଆସି ସରଧାପୁର ନିକଟ ରେ ଗାଡି ରଖି ଗ୍ୟାସ ଚୁଲା ରେ ରୋଷଇ କରିବା ସମୟରେ ଟ୍ରକରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି l
ଦମକଳ ବାହିନୀ ନିଆଁ ଲିଭାଇବାକୁ ଚେଷ୍ଟା କରିବା ସତ୍ତ୍ୱେ, ଟ୍ରକ୍ ଟି ଅଧିକାଂଶ ପୋଡ଼ି ଯାଇଥିଲା । ଟ୍ରକ୍ ଚାଳକ ସୁରକ୍ଷିତ ଅଛନ୍ତି ।

ନୂଆପଡ଼ା & ସାରାବଙ୍ଗ area Power cut
07/06/2026

ନୂଆପଡ଼ା & ସାରାବଙ୍ଗ area Power cut

200 ଜଣ କୁ Free UPSE Civil services coaching ଯୋଗାଇ ଦେବେ ଓଡ଼ିଶା ସରକାର ।   11 ମାସ ପାଇଁ କୋଚିଂ, ଖାଇବା ଓ ରହିବା ବ୍ୟବସ୍ଥା । 100 ...
07/06/2026

200 ଜଣ କୁ Free UPSE Civil services coaching ଯୋଗାଇ ଦେବେ ଓଡ଼ିଶା ସରକାର । 11 ମାସ ପାଇଁ କୋଚିଂ, ଖାଇବା ଓ ରହିବା ବ୍ୟବସ୍ଥା । 100 fee ଦେଇ online ମାଧ୍ୟମ ରେ କରିପାରିବେ ଆବେଦନ । ଆଶାୟୀ ଙ୍କୁ ଦେବାକୁ ହେବ pre -qualifying Test । SAMS Odisha ପୋର୍ଟାଲ ରେ 8 ଜୁନ୍ ରୁ ଆରମ୍ଭ ହେବ ଆବେଦନ ।

Address

Nuapada

Alerts

Be the first to know and let us send you an email when Go Nuapada posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Go Nuapada:

Share