News express balasore

News express balasore News express balasore ,odisha

 ୍ରେନ୍_ଦୁର୍ଘଟଣା ୍କ_ମୃତ୍ୟୁ_ସୂଚନା ଓଡିଶା-ଆନ୍ଧ୍ର ସୀମାରେ ୩ଟି ଟ୍ରେନ୍ ଭିତରେ ଦୁର୍ଘଟଣା । ଦୁର୍ଘଟଣାରେ ୧୫ ଜଣଙ୍କ ମୃତ୍ୟୁ ସୂଚନା । ଶତାଧି...
29/10/2023

୍ରେନ୍_ଦୁର୍ଘଟଣା
୍କ_ମୃତ୍ୟୁ_ସୂଚନା
ଓଡିଶା-ଆନ୍ଧ୍ର ସୀମାରେ ୩ଟି ଟ୍ରେନ୍ ଭିତରେ ଦୁର୍ଘଟଣା । ଦୁର୍ଘଟଣାରେ ୧୫ ଜଣଙ୍କ ମୃତ୍ୟୁ ସୂଚନା । ଶତାଧିକ ଲୋକ ହୋଇଛନ୍ତି ଆହତ । ବିଶାଖାପାଟଣା-ରାୟଗଡା ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ

31/08/2023

ଜଗନ୍ନାଥ ଙ୍କ ଆଦେଶ ହାତରେ ଯୋଉ ଭାଇ ମାନେ ରାକ୍ଷୀ ବାନ୍ଧିଛ ଖୋଲିଦିଅ
🙏
⭕❗⭕

15/07/2023

CLICK 📸 Sonesh Photography & Videography

ପବିତ୍ର ବାହୁଡ଼ାଯାତ୍ରାର ହାର୍ଦିକ ଅଭିନନ୍ଦନ
28/06/2023

ପବିତ୍ର ବାହୁଡ଼ାଯାତ୍ରାର ହାର୍ଦିକ ଅଭିନନ୍ଦନ

ଟଳି ଗଲା ଦୁର୍ଘଟଣା ମଞ୍ଜୁରି ରୋଡ ଷ୍ଟେସନ ରେ କେହି ଜଣେ ଇଣ୍ଟର୍ ଲାକିଂ ସିଷ୍ଟମ୍ ରେ ପଥର ପୁରେଇ ଦେଇଥିଲା ଟ୍ରେନ ଜିହାଦ୍ ଏହା ଏକ ସୁଚିନ୍ତିତ ...
06/06/2023

ଟଳି ଗଲା ଦୁର୍ଘଟଣା ମଞ୍ଜୁରି ରୋଡ ଷ୍ଟେସନ ରେ କେହି ଜଣେ ଇଣ୍ଟର୍ ଲାକିଂ ସିଷ୍ଟମ୍ ରେ ପଥର ପୁରେଇ ଦେଇଥିଲା
ଟ୍ରେନ ଜିହାଦ୍ ଏହା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ଚାଲିଛି
ମୋଦୀବିରୋଧରେ ଷଡଯନ୍ତ୍ର କରି ଏ ଜେହାଦୀ ସବୁ ଆତଙ୍କବାଦୀ ବନିଗଲେଣୀ

06/06/2023

ମୁଁ ବାହାନଗର ସବ କହୁଛି 😢😭😫


ମରଣ ପିଛା ଛାଡ଼ୁନି 😔🥺ମହାପ୍ରଭୁ ଙ୍କର ଏ  କି ଲୀଳା 🥺🥺🥺🥺🥺🥺
05/06/2023

ମରଣ ପିଛା ଛାଡ଼ୁନି 😔🥺
ମହାପ୍ରଭୁ ଙ୍କର ଏ କି ଲୀଳା
🥺🥺🥺🥺🥺🥺

04/06/2023

#ଗାନ୍ଧିଛୋକ_ଠୁ_ବସ୍ତା_Hostpital_ସଦାନନ୍ଦପୁର_school__ପାଖ #ହଟୋପୋଦା_ #ଗ୍ରାମରେ_ରାସ୍ତା_ପାଇଁ_ବହୁତ_ଅସୁବିଧା_ର_ସମୁଖୀନ_ହୋଉଛନ୍ତି_ଗ୍ରାମବାସୀ

ସ୍ନାନ ମଣ୍ଡପରେ ପହଞ୍ଚିଲା ୧୦୮ ସୁବାସିତ ଗରା ଜଳ। ୧୦୮ ସୁବାସିତ ଗରା ଜଳରେ ପ୍ରତ୍ୟକ୍ଷ ସ୍ନାନ କରିବେ ଶ୍ରୀଜିଉ।
04/06/2023

ସ୍ନାନ ମଣ୍ଡପରେ ପହଞ୍ଚିଲା ୧୦୮ ସୁବାସିତ ଗରା ଜଳ। ୧୦୮ ସୁବାସିତ ଗରା ଜଳରେ ପ୍ରତ୍ୟକ୍ଷ ସ୍ନାନ କରିବେ ଶ୍ରୀଜିଉ।

 ଦୁଃଖ କଣ ଏହି ନିରୀହ ବାପା ଟିକୁ ପଚାର 🥺 ଯିଏ ନିଜ ପୁଅ କୁ ହରେଇ ସରିଲା ପରେ ମଧ୍ୟ ପାଗଳ ଭଳି ନିଜ ପୁଅ ର ମୃତ ଶରୀର ଖୋଜି ଖୋଜି ବ୍ୟାକୁକ ନିଜ...
04/06/2023


ଦୁଃଖ କଣ ଏହି ନିରୀହ ବାପା ଟିକୁ ପଚାର 🥺 ଯିଏ ନିଜ ପୁଅ କୁ ହରେଇ ସରିଲା ପରେ ମଧ୍ୟ ପାଗଳ ଭଳି ନିଜ ପୁଅ ର ମୃତ ଶରୀର ଖୋଜି ଖୋଜି ବ୍ୟାକୁକ ନିଜ ମଲା ପୁଅ ର ମୁହଁ ଦେଖିବା ପାଇଁ |
ଜୁନ ୦୨ /୨୦୨୩ କୁ ଭୁଲିହବନି କେତେ ଜଣ ଙ୍କ ଠୁ ତାଙ୍କ ସ୍ୱ୍ୟାମୀ ଛୋଡେଇ ନେଇଛି ତ କୋଉ ବୁଢା ବାପା ଠୁ ତା ପୁଅ କୁ 🥺

  ଯୋଉ ମାନେ ବି ନେଇଛନ୍ତି ଦୟାକରି ଫୋନ ଟିକୁ ଅନ କରନ୍ତୁ ତାଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରନ୍ତୁ , purse ଭିତରେ ନିର୍ମିତ ତାଙ୍କର ଆଧାର...
04/06/2023



ଯୋଉ ମାନେ ବି ନେଇଛନ୍ତି ଦୟାକରି ଫୋନ ଟିକୁ ଅନ କରନ୍ତୁ ତାଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରନ୍ତୁ , purse ଭିତରେ ନିର୍ମିତ ତାଙ୍କର ଆଧାର କାର୍ଡ କିମ୍ବ ଭୋଟର ଥିବ ସେଇ ଆଧାର ରେ ତାଙ୍କ ପରିବାରକୁ ଖବର ଦେବାରେ ସାହାଯ୍ୟ କରନ୍ତୁ ,ବାପା ଟିଏ ପୁଅ ର ସବ ପାଉନି ତ ପୁନି ମା ତାର କୁନି ଛୁଆ କୁ ପାଉନି ,ହାତ ଯୋଡି ନେବେଦନ ମନୋବିକୋତା ଦୃଷ୍ଟିରୁ ଏତିକି କରନ୍ତୁ 🙏

ମାନବୀୟ ଲୀଳାଖେଳା କରୁଛି କାଳିଆ । ଅସହ୍ୟ ଗରମରୁ ନିସ୍ତାର ପାଇଁ ନିଜେ ସ୍ନାନ କରୁଛି ବୋଲି ଭକ୍ତଙ୍କୁ ବି ବଡ଼ଦାଣ୍ଡରେ ପାଣିରେ ଜୁଡୁବୁଡୁ କରୁଛି...
04/06/2023

ମାନବୀୟ ଲୀଳାଖେଳା କରୁଛି କାଳିଆ । ଅସହ୍ୟ ଗରମରୁ ନିସ୍ତାର ପାଇଁ ନିଜେ ସ୍ନାନ କରୁଛି ବୋଲି ଭକ୍ତଙ୍କୁ ବି ବଡ଼ଦାଣ୍ଡରେ ପାଣିରେ ଜୁଡୁବୁଡୁ କରୁଛି ।

Address

Odisha Balasore
Balasore

Website

Alerts

Be the first to know and let us send you an email when News express balasore posts news and promotions. Your email address will not be used for any other purpose, and you can unsubscribe at any time.

Share