B Tv Pathashala

B Tv Pathashala Power Of Truth, Power Of Information Tele-Vision of People's Power

22/05/2026

ବାପା-ମା' IAS, ତଥାପି ପିଲାଙ୍କୁ କାହିଁକି ମିଳିବ ସଂରକ୍ଷଣ? ସୁପ୍ରିମକୋର୍ଟଙ୍କ ବଡ଼ ଟିପ୍ପଣୀ

18/05/2026

#ଆରମ୍ଭ_ହେଲା_ମଳମାସ_ଭୁଲରେ_ବି_କରନ୍ତୁ_ନାହିଁ_ଏହି_୫ଟି_କାମ!

14/05/2026

#ହିନ୍ଦୁ_ହେବା_ପାଇଁ_ମନ୍ଦିର_ଯିବା_ଦରକାର_ନାହିଁ_ସାବରିମାଳା_ମାମଲାରେ_ସୁପ୍ରିମ_କୋର୍ଟଙ୍କ_ବଡ଼_ବୟାନ

ସାବରିମାଳା ମନ୍ଦିର ମାମଲାର ଶୁଣାଣି ବେଳେ ସର୍ବୋଚ୍ଚ ନ୍ୟାୟାଳୟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ୍ ବି.ଭି. ନାଗରତ୍ନା କହିଛନ୍ତି ଯେ ହିନ୍ଦୁ ଧର୍ମ ହେଉଛି ଏକ ଜୀବନଶୈଳୀ। ହିନ୍ଦୁ ହେବା ପାଇଁ କିମ୍ବା ଆସ୍ଥା ପ୍ରମାଣ କରିବା ପାଇଁ ମନ୍ଦିର ଯିବା ଜରୁରୀ ନୁହେଁ, ବରଂ ନିଜ ଘରେ ଗୋଟିଏ ଦୀପ ଜାଳିବା ମଧ୍ୟ ଯଥେଷ୍ଟ।

13/05/2026

#କେନ୍ଦ୍ରାପଡ଼ାରେ_ଅଭାବନୀୟ_ଘଟଣା_ଛାତି_ଯନ୍ତ୍ରଣାରେ_ଆସିଥିଲେ_ମିଳିଲା_କୁକୁର_କାମୁଡ଼ା_ଇଞ୍ଜେକ୍ସନ !

ଗୋଟିଏ ଛୋଟ ଭୁଲ୍ ପାଇଁ ହୋଇପାରିଥାନ୍ତା ବଡ଼ ଅଘଟଣ ! କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଅନ୍ତର୍ଗତ କରିଲୋପାଟଣା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆସିଛି ସ୍ୱାସ୍ଥ୍ୟ ବିଭାଗର ଏକ ଚିନ୍ତାଜନକ ଚିତ୍ର।

13/05/2026

#ପେଟ୍ରୋଲ_ପମ୍ପରେ_ଲାଗିଲା_କଟକଣା_ତେଲ_ସଂକଟ_ନେଇ_ମନ୍ତ୍ରୀଙ୍କ_ବଡ଼_ପରାମର୍ଶ

ଭାରତୀୟ କ୍ରିକେଟର ପୂର୍ବତନ କୋଚ୍ ତଥା କିମ୍ବଦନ୍ତୀ ଖେଳାଳି ରାହୁଲ ଦ୍ରାବିଡ଼ ଏବେ ଏକ ନୂଆ ଅବତାରରେ ନଜର ଆସିବେ। ୟୁରୋପରେ ଆୟୋଜିତ ହେବାକୁ ଯାଉଥିବା ନୂଆ 'ୟୁରୋପିଆନ୍ ଟ୍ବେଣ୍ଟି-୨୦ ପ୍ରିମିୟର୍ ଲିଗ୍' (ETPL) ରେ ସେ 'ଡବଲିନ୍ ଗାର୍ଡିଅନ୍ସ' ଦଳର ମାଲିକାନା କିଣିଛନ୍ତି।

12/05/2026

#ତାମିଲନାଡୁରେ_ବନ୍ଦ_ହେଲା_୭୧୭_ମଦ_ଦୋକାନ_ଓଡ଼ିଶାରେ_କେବେ_ପୂରଣ_ହେବ_ମଦମୁକ୍ତ_ପ୍ରତିଶ୍ରୁତି?

ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ମାତ୍ର ଦୁଇ ଦିନ ଭିତରେ ଥାଲାପତି ବିଜୟ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ମନ୍ଦିର, ସ୍କୁଲ ଏବଂ ବସ୍ ଷ୍ଟାଣ୍ଡ ନିକଟରେ ଥିବା ୭୧୭ଟି ତାସମାକ (TASMAC) ମଦ ଦୋକାନ ବନ୍ଦ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଅନ୍ୟପଟେ, ୨୦୨୯ ସୁଦ୍ଧା ଓଡ଼ିଶାକୁ 'ମଦମୁକ୍ତ' କରିବାକୁ ପ୍ରତିଶ୍ରୁତି ଦେଇଥିବା ଆମ ରାଜ୍ୟ ସରକାର ଏବେ କଣ କରୁଛନ୍ତି?

11/05/2026

#ମୁଖ୍ୟମନ୍ତ୍ରୀଙ୍କ_ସବୁଠୁ_ବଡ଼_ଘୋଷଣା_ଝିଅ_ହେଲେ_ସିଧା_ମିଳିବ_₹୧୨,୦୦୦ !

ଯଦି ଆପଣଙ୍କ ଘରକୁ କୁନି ଅତିଥି ଆସିବାର ଅଛି କିମ୍ବା ଆପଣଙ୍କ ପରିବାରରେ କେହି ଗର୍ଭବତୀ ଅଛନ୍ତି... ତେବେ ଟିକେ ଅଟକି ଯାଆନ୍ତୁ । ଆଉ ଏହି ଖବରଟିକୁ ପୂରା ଶୁଣନ୍ତୁ । କାରଣ ରାଜ୍ୟ ସରକାର ଏବେ ଖୋଲିଛନ୍ତି ସହାୟତାର ବଡ଼ ପେଡ଼ି ! ମହିଳାମାନଙ୍କ ପାଇଁ ଏମିତି ଏକ ଘୋଷଣା ହୋଇଛି, ଯାହା ଶୁଣିଲେ ଆପଣ ବି କହିବେ.. ବାଃ!

10/05/2026

ହାତର ରେଖା କହିବ ଲଭ ମ୍ୟାରେଜ୍ ନା ଆରେଞ୍ଜ

09/05/2026

NCRB ରିପୋର୍ଟ ଖୋଲିଲା ଗୁମର

09/05/2026

ତୁଳସୀ ଚଉଁରାରେ ମନ୍ଦାର ଫୁଲ ଦେବା ଉଚିତ ନା ଅନୁଚିତ!

08/05/2026

ଶୁଭେନ୍ଦୁ ଅଧିକାରୀ: ପଶ୍ଚିମବଙ୍ଗ ରାଜନୀତିର ମହାନାୟକଙ୍କ ସମ୍ପୂର୍ଣ୍ଣ କାହାଣୀ

Address

249, Kharavela Nagar
Bhadrak
7561001

Telephone

+916784357803

Website

Alerts

Be the first to know and let us send you an email when B Tv Pathashala posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to B Tv Pathashala:

Share