Manoj Das -Kalia Bhai

Manoj Das -Kalia Bhai Contact information, map and directions, contact form, opening hours, services, ratings, photos, videos and announcements from Manoj Das -Kalia Bhai, Social Media Agency, Bhubaneswar.

09/05/2025
17/04/2025
ଗତ କାଲି ଧନେଶ୍ଵର ଗ୍ରାମ ପଞ୍ଚାୟତ  ଦିଗୀ ସାହି ଦିଗବିଜୟ କ୍ଳବ ଓ ବଜରଙ୍ଗ ଦଳ କର୍ଯ୍ୟକର୍ତଙ୍କ ସହୋଜୋଗରେ  ପବିତ୍ର ବିଷୁବ ସଂକ୍ରାନ୍ତି ଓ ହନୁମ...
17/04/2025

ଗତ କାଲି ଧନେଶ୍ଵର ଗ୍ରାମ ପଞ୍ଚାୟତ ଦିଗୀ ସାହି ଦିଗବିଜୟ କ୍ଳବ ଓ ବଜରଙ୍ଗ ଦଳ କର୍ଯ୍ୟକର୍ତଙ୍କ ସହୋଜୋଗରେ ପବିତ୍ର ବିଷୁବ ସଂକ୍ରାନ୍ତି ଓ ହନୁମାନ ଜନ୍ମୋତ୍ସବ ପାଳନର ଉଜପାନି ଦିବସରେ ଯୁବ ଶିକ୍ଷାବିତ୍ ଆଲେକ ଜାଣ୍ଡାର ଦାସଙ୍କ ସହିତ ଯୋଗ ଦେଇ ପ୍ରଭୁ ବଜରଙ୍ଗ ବାଲିଙ୍କ କୃପା ଲାଭ କରିବା ସହିତ ସମସ୍ତଙ୍କର ମଙ୍ଗଳ କାମନା କଲୁ।

 #ଶିଶୁ_ହସିଲେ_ହସେ_ଦୁନିଆଏକ ପ୍ରଦୂଷଣ ମୁକ୍ତ , ନିଶା- ମୁକ୍ତ, ସୁସ୍ଥ ଓ ସୁନ୍ଦର ପରିବେଶ ଭରା ସମାଜ ସମସ୍ତ ଶିଶୁଙ୍କ ପାଇଁ କାମନା କରୁଛି ," ଶ...
14/11/2024

#ଶିଶୁ_ହସିଲେ_ହସେ_ଦୁନିଆ
ଏକ ପ୍ରଦୂଷଣ ମୁକ୍ତ , ନିଶା- ମୁକ୍ତ, ସୁସ୍ଥ ଓ ସୁନ୍ଦର ପରିବେଶ ଭରା ସମାଜ ସମସ୍ତ ଶିଶୁଙ୍କ ପାଇଁ କାମନା କରୁଛି ,
" ଶିଶୁ -ଦିବସର" ଅନେକ ଅନେକ ଶୁଭକାମନା

04/10/2024

ପରିବେଶବିତ ମାନେ ଗଛ ଲଗାଇବା ପାଇଁ ଯେଉଁଭଳି ଭାବରେ ଗୁରୁତ୍ୱ ଦେଉଛନ୍ତି ସେହିଭଳି ଜରି. ଠୋଲୀ କାଚ ଓ ପ୍ଲାଷ୍ଟିକ ଏଣେ ତେଣେ ନପକାଇବା ପାଇଁ ମଧ୍ୟ ସଚେତନ କରନ୍ତୁ।

 #ଏବିଭିପି ପୂର୍ବ କ୍ଷେତ୍ରର କ୍ଷେତ୍ରୀୟ ସଂଗଠନ ସମ୍ପାଦକ ଶ୍ରୀ ଆପାଂଶୁ  ଶେଖର ସିଲଙ୍କ  #ଯାଜପୁର ଜିଲ୍ଲା ପ୍ରବାସ ଅବସରରେ ଆଜି ଶିକ୍ଷାବିତ ତଥ...
18/11/2023

#ଏବିଭିପି ପୂର୍ବ କ୍ଷେତ୍ରର କ୍ଷେତ୍ରୀୟ ସଂଗଠନ ସମ୍ପାଦକ ଶ୍ରୀ ଆପାଂଶୁ ଶେଖର ସିଲଙ୍କ #ଯାଜପୁର ଜିଲ୍ଲା ପ୍ରବାସ ଅବସରରେ ଆଜି ଶିକ୍ଷାବିତ ତଥା #ବିଜେପି_ନେତା_ଆଲେକଜାଣ୍ଡର_ଦାସଙ୍କ ସହିତ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ସହିତ ଆଗାମୀ ଦିନରେ #ଭୁବନେଶ୍ବରରେ ହେବାକୁ ଥିବା #ଛାତ୍ରହୁଙ୍କାର ସମାବେଶରେ କିପରି ଆମ ଜିଲ୍ଲାରୁ ବହୁଳ ମାତ୍ରାରେ ଛାତ୍ରଛାତ୍ରୀ ଯୋଗ ଦେବେ ସେ ବିଷୟରେ ଆଲୋଚନା କଲୁ।




Address

Bhubaneswar

Website

Alerts

Be the first to know and let us send you an email when Manoj Das -Kalia Bhai posts news and promotions. Your email address will not be used for any other purpose, and you can unsubscribe at any time.

Share