Shining star event management

Shining star event management Contact information, map and directions, contact form, opening hours, services, ratings, photos, videos and announcements from Shining star event management, Printing Service, Unit/1 kalinga market, Bhubaneswar.

ସାଧାରଣତନ୍ତ୍ର ଦିବସର ଅନେକ ଅନେକ ଶୁଭେଚ୍ଛା...       🇮🇳🇮🇳❤️
26/01/2026

ସାଧାରଣତନ୍ତ୍ର ଦିବସର ଅନେକ ଅନେକ ଶୁଭେଚ୍ଛା...
🇮🇳🇮🇳❤️

ସାଧାରଣତନ୍ତ୍ର ଦିବସର ଅନେକ ଅନେକ ଶୁଭେଚ୍ଛା...
26/01/2026

ସାଧାରଣତନ୍ତ୍ର ଦିବସର ଅନେକ ଅନେକ ଶୁଭେଚ୍ଛା...

"ଯା କୁନ୍ଦେନ୍ଦୁ ତୁଷାରହାରଧବଳା ଯା ଶୁଭ୍ରବସ୍ତ୍ରାବୃତା, ଯା ବୀଣାବରଦଣ୍ଡମଣ୍ଡିତକରା ଯା ଶ୍ୱେତପଦ୍ମାସନା..."ସମସ୍ତଙ୍କୁ  ପବିତ୍ର ବସନ୍ତ ପଞ୍ଚ...
23/01/2026

"ଯା କୁନ୍ଦେନ୍ଦୁ ତୁଷାରହାରଧବଳା ଯା ଶୁଭ୍ରବସ୍ତ୍ରାବୃତା, ଯା ବୀଣାବରଦଣ୍ଡମଣ୍ଡିତକରା ଯା ଶ୍ୱେତପଦ୍ମାସନା..."

ସମସ୍ତଙ୍କୁ ପବିତ୍ର ବସନ୍ତ ପଞ୍ଚମୀ ଓ ସରସ୍ଵତୀ ପୂଜା ଅବସରରେ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ।ମା’ ସରସ୍ୱତୀଙ୍କ ଅପାର କୃପାରୁ ସମସ୍ତଙ୍କ ମନରୁ ଅଜ୍ଞାନ ରୂପକ ଅନ୍ଧକାର ଦୂର ହେଉ ଏବଂ ଜ୍ଞାନର ପ୍ରଦୀପ ପ୍ରଜ୍ୱଳିତ ହେଉ।

Birthday Celebrate ❤️Shining Star Event Management Contact : 9090 789 789 / 7008 048 798
25/12/2025

Birthday Celebrate ❤️
Shining Star Event Management
Contact : 9090 789 789 / 7008 048 798

Wishing You a Happy Christmas 2025       Vibes
25/12/2025

Wishing You a Happy Christmas 2025



Vibes

ପବିତ୍ର ଦୀପାବଳିର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନଆଲୋକର ଏହି ପର୍ବ ସମସ୍ତଙ୍କ ଜୀବନର ଅନ୍ଧକାରକୁ ଦୂରୀଭୂତ କରି ସୁଖ ସମୃଦ୍ଧିର ଶିଖା ପ୍ରଜ୍...
20/10/2025

ପବିତ୍ର ଦୀପାବଳିର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ

ଆଲୋକର ଏହି ପର୍ବ ସମସ୍ତଙ୍କ ଜୀବନର ଅନ୍ଧକାରକୁ ଦୂରୀଭୂତ କରି ସୁଖ ସମୃଦ୍ଧିର ଶିଖା ପ୍ରଜ୍ଜ୍ଵଳିତ କରୁ ଏତିକି ହିଁ କାମନା ।

#ପବିତ୍ରଦୀପାବଳି



*ଅସତ୍ୟ ଉପରେ ସତ୍ୟର ବିଜୟ, ଅଧର୍ମ ଉପରେ ଧର୍ମର ବିଜୟ ଏବଂ ଅନ୍ୟାୟ ଉପରେ ନ୍ୟାୟର ବିଜୟର ମହାପର୍ବ ପବିତ୍ର 'ବିଜୟା ଦଶମୀ' ତଥା 'ଦଶହରା' ଅବସରର...
02/10/2025

*ଅସତ୍ୟ ଉପରେ ସତ୍ୟର ବିଜୟ, ଅଧର୍ମ ଉପରେ ଧର୍ମର ବିଜୟ ଏବଂ ଅନ୍ୟାୟ ଉପରେ ନ୍ୟାୟର ବିଜୟର ମହାପର୍ବ ପବିତ୍ର 'ବିଜୟା ଦଶମୀ' ତଥା 'ଦଶହରା' ଅବସରରେ ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଜଗଜ୍ଜନନୀ, ଦୁର୍ଗତି ନାଶିନୀ, ମା’ଦୁର୍ଗା ଆପଣଙ୍କୁ ସୁଖ, ସମୃଦ୍ଧି ଓ ଶାନ୍ତି ପ୍ରଦାନ କରିବା ସହ ଜଗତର କଲ୍ୟାଣ କରନ୍ତୁ*

 #ଗୁରୁ_ତୁମେ_ମହାନ🙏🏻"ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ, ଗୁରୁ ଦେବ ମହେଶ୍ୱର..ଗୁରୁ ସାକ୍ଷାତ୍ ପରଂ ବ୍ରହ୍ମ, ତସ୍ମୈଶ୍ରୀ ଗୁରବେ ନମଃ.."ଆଜି ପବିତ୍...
05/09/2025

#ଗୁରୁ_ତୁମେ_ମହାନ🙏🏻
"ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ, ଗୁରୁ ଦେବ ମହେଶ୍ୱର..
ଗୁରୁ ସାକ୍ଷାତ୍ ପରଂ ବ୍ରହ୍ମ, ତସ୍ମୈଶ୍ରୀ ଗୁରବେ ନମଃ.."

ଆଜି ପବିତ୍ର ଗୁରୁ ଦିବସ ଅବସରରେ ଗୁରୁଙ୍କୁ କୋଟି କୋଟି ପ୍ରଣାମ🙏🏻

ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଏବଂ ଶୁଭେଚ୍ଛା |💐💐
27/08/2025

ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଏବଂ ଶୁଭେଚ୍ଛା |💐💐

If any one need this types of Print  &  Event Management . Contact : +91 9090 789 789.+91 7008 048 798Email.little789sta...
28/05/2025

If any one need this types of Print & Event Management .
Contact : +91 9090 789 789.+91 7008 048 798
[email protected]

High quality custom printed multicolor Lanyard in BBSR. Call :  070080 48798   9090 789 789  to place order.
19/04/2025

High quality custom printed multicolor Lanyard in BBSR. Call : 070080 48798 9090 789 789 to place order.

ଓଁ ତ୍ର୍ୟମ୍ବକଂ ଯଜାମହେ ସୁଗନ୍ଧିଂ ପୁଷ୍ଟିବର୍ଦ୍ଧନମ୍ ଉର୍ବାରୁକମିବ ବନ୍ଧନାନ୍ ମୃତ୍ୟୋର୍ମୁକ୍ଷୀୟ ମାମୃତାତ୍ |ଓଁ ନମଃ ଶିବାୟ! ପବିତ୍ର ମହାଶିବ...
26/02/2025

ଓଁ ତ୍ର୍ୟମ୍ବକଂ ଯଜାମହେ ସୁଗନ୍ଧିଂ ପୁଷ୍ଟିବର୍ଦ୍ଧନମ୍
ଉର୍ବାରୁକମିବ ବନ୍ଧନାନ୍ ମୃତ୍ୟୋର୍ମୁକ୍ଷୀୟ ମାମୃତାତ୍ |
ଓଁ ନମଃ ଶିବାୟ! ପବିତ୍ର ମହାଶିବରାତ୍ରି ଓ ଜାଗର ର ଶୁଭ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା.ପ୍ରଭୁଙ୍କ ପାଖରେ ଏତିକି ପ୍ରାର୍ଥନା🔱

Address

Unit/1 Kalinga Market
Bhubaneswar
751009

Website

Alerts

Be the first to know and let us send you an email when Shining star event management posts news and promotions. Your email address will not be used for any other purpose, and you can unsubscribe at any time.

Share