Odisha Lens

Odisha Lens Odisha Lens is a digital news platform delivering verified news, ground reports, and trading updates from across Odisha.

Stay informed with accurate and timely information.

ରକ୍ଷାବନ୍ଧନରେ ମହିଳାଙ୍କୁ ବଡ଼ ଉପହାରନୟାଗଡ଼ରୁ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।💰 ରାଜ୍ୟର ୧ କୋଟି ...
28/08/2026

ରକ୍ଷାବନ୍ଧନରେ ମହିଳାଙ୍କୁ ବଡ଼ ଉପହାର

ନୟାଗଡ଼ରୁ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

💰 ରାଜ୍ୟର ୧ କୋଟି ୩ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଗଲା ୫,୧୬୩ କୋଟିରୁ ଅଧିକ ଟଙ୍କା।

📍 ନୟାଗଡ଼ର ୨ ଲକ୍ଷ ୩୩ ହଜାର ୫୮୫ ହିତାଧିକାରୀଙ୍କୁ ମିଳିଲା ୧୧୬ କୋଟି ୮୦ ଲକ୍ଷ ଟଙ୍କା।

ମୁଖ୍ୟମନ୍ତ୍ରୀ କହିଛନ୍ତି, “ରକ୍ଷାବନ୍ଧନରେ ସୁଭଦ୍ରା ସହାୟତା ପ୍ରଦାନ କରି ଭାଇର କର୍ତ୍ତବ୍ୟ ସମ୍ପାଦନ କରିବା ଭଳି ଅନୁଭବ ହେଉଛି।”

 #ଧାରଣାରୁ_ଉଠିଲେ_ଶିକ୍ଷକ_ଆଶାୟୀଶିକ୍ଷକ ଆଶାୟୀଙ୍କ ଆନ୍ଦୋଳନ ସ୍ଥଗିତ। ୬ ଦଫା ଦାବି ନେଇ ସରକାରଙ୍କ ସହ ଆଲୋଚନା ପରେ ୪ ମାସ ମଧ୍ୟରେ ସମାଧାନର ଆ...
24/08/2026

#ଧାରଣାରୁ_ଉଠିଲେ_ଶିକ୍ଷକ_ଆଶାୟୀ

ଶିକ୍ଷକ ଆଶାୟୀଙ୍କ ଆନ୍ଦୋଳନ ସ୍ଥଗିତ। ୬ ଦଫା ଦାବି ନେଇ ସରକାରଙ୍କ ସହ ଆଲୋଚନା ପରେ ୪ ମାସ ମଧ୍ୟରେ ସମାଧାନର ଆଶ୍ୱାସନା। ଧାରଣାରୁ ଉଠିଲା ଅଲ୍ ଓଡ଼ିଶା ଟିଚର୍ ଆସ୍ପିରାଣ୍ଟସ୍ ଆସୋସିଏସନ୍।

ସରକାର ଦେଲେ ୪ ମାସର ଆଶ୍ୱାସନା।
୬ ଦଫା ଦାବି ପୂରଣ ହେବ କି? ଆପଣଙ୍କ ମତାମତ କମେଣ୍ଟରେ ଜଣାନ୍ତୁ। 👇

22/08/2026

ଗିରଫ ବେଳେ ମୁହଁରେ ଥିଲା ହସ...
ପୋଲିସ ଗାଡ଼ିରେ ବସି ହସୁଥିବା ଚିତ୍ର ଏବେ ବି ଚର୍ଚ୍ଚାରେ...

କିନ୍ତୁ ଏବେ ପ୍ରଶ୍ନ ଉଠୁଛି— ଗିରଫ ସମୟରେ ଯେଉଁ ହସ ଦେଖାଯାଉଥିଲା, ଜେଲ ଭିତରେ ମଧ୍ୟ କଣ ସେହି ହସ ରହିବ?

ସ୍ମାର୍ଟ ସିଟି ଅନଲାଇନ ଅଟୋ ସଂଘକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ସଭାପତିଙ୍କ ଏହି ହସ ସୋସିଆଲ ମିଡିଆରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି। କେହି ଏହାକୁ ଆତ୍ମବିଶ୍ୱାସ କହୁଛନ୍ତି, ଆଉ କେହି କହୁଛନ୍ତି ସମୟ ହିଁ ଉତ୍ତର ଦେବ।

ଗିରଫ ହେଲେ ହସିଲେ... ଏବେ ଜେଲ ଭିତରେ ହସିବେ ନା କାନ୍ଦିବେ?

ଆପଣଙ୍କୁ କଣ ଲାଗୁଛି? ଏହି ହସର ଅର୍ଥ କଣ? 🤔👇

 #ଅଟୋ_ଆନ୍ଦୋଳନ_ପରେ_ବଡ଼_ଆକ୍ସନ୍ ସରକାରୀ ସମ୍ପତ୍ତି ଭାଙ୍ଗିବା, ପୋଲିସ ଉପରକୁ ଢେଲାପଥର ମାଡ଼ ଓ ସାଧାରଣ ଲୋକଙ୍କୁ ହଇରାଣ କରିବା ଘଟଣାକୁ ସରକା...
20/08/2026

#ଅଟୋ_ଆନ୍ଦୋଳନ_ପରେ_ବଡ଼_ଆକ୍ସନ୍

ସରକାରୀ ସମ୍ପତ୍ତି ଭାଙ୍ଗିବା, ପୋଲିସ ଉପରକୁ ଢେଲାପଥର ମାଡ଼ ଓ ସାଧାରଣ ଲୋକଙ୍କୁ ହଇରାଣ କରିବା ଘଟଣାକୁ ସରକାର ଗୁରୁତର ଭାବେ ନେଇଛନ୍ତି। ଗୁଣ୍ଡାଗିରୀରେ ସାମିଲ ଥିବା ଅଟୋ ଚାଳକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଚାଲିଛି। ବେଆଇନ ଅଟୋ ଷ୍ଟାଣ୍ଡ ଭଙ୍ଗାଯାଇପାରେ, ପରମିଟ୍ ଓ ଲାଇସେନ୍ସ ବାତିଲ୍ ହେବ।

ସହରରେ ହୋଇଥିବା କ୍ଷତିର ଭରଣା ମଧ୍ୟ ଦୋଷୀଙ୍କଠାରୁ ଆଦାୟ କରାଯିବା। ଆଇନକୁ ହାତକୁ ନେବା ଓ ହିଂସା ସୃଷ୍ଟି କରିବାକୁ କୌଣସି ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସ୍ପଷ୍ଟ କହିଛନ୍ତି।

👉 ଆପଣଙ୍କ ମତରେ ଏହି ଆକ୍ସନ୍ ଠିକ୍ କି?

💬 କମେଣ୍ଟରେ ନିଜର ମତ ଜଣାନ୍ତୁ।

18/08/2026

ବନ୍ୟାରେ ଫସଲ କିମ୍ବା ପଶୁଧନ କ୍ଷତିଗ୍ରସ୍ତ ହୋଇଛି କି?

ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ଘୋଷଣା କରାଯାଇଛି। ଫସଲର ୩୩%ରୁ ଅଧିକ କ୍ଷତି ହୋଇଥିଲେ ହେକ୍ଟର ପିଛା 8,500ରୁ 22,500 ପର୍ଯ୍ୟନ୍ତ ସହାୟତା ମିଳିବ। ସେହିପରି ପଶୁ ମୃତ୍ୟୁ ହୋଇଥିଲେ ମଧ୍ୟ ନିର୍ଦ୍ଧାରିତ କ୍ଷତିପୂରଣ ପ୍ରଦାନ କରାଯିବ।

ଏହି ସୂଚନାକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାନ୍ତୁ। ଆପଣଙ୍କ ଅଞ୍ଚଳରେ କ୍ଷତି ହୋଇଥିଲେ କମେଣ୍ଟରେ ଜଣାନ୍ତୁ।


OdishaNews BreakingNews ViralNews

ବନ୍ୟାରେ ଫସଲ କିମ୍ବା ପଶୁଧନ କ୍ଷତିଗ୍ରସ୍ତ ହୋଇଛି କି?ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ଘୋଷଣା କରାଯାଇଛି। ଫସଲର ୩୩%ରୁ ଅଧିକ କ୍ଷତି ହୋଇଥ...
18/08/2026

ବନ୍ୟାରେ ଫସଲ କିମ୍ବା ପଶୁଧନ କ୍ଷତିଗ୍ରସ୍ତ ହୋଇଛି କି?

ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ଘୋଷଣା କରାଯାଇଛି। ଫସଲର ୩୩%ରୁ ଅଧିକ କ୍ଷତି ହୋଇଥିଲେ ହେକ୍ଟର ପିଛା 8,500ରୁ 22,500 ପର୍ଯ୍ୟନ୍ତ ସହାୟତା ମିଳିବ। ସେହିପରି ପଶୁ ମୃତ୍ୟୁ ହୋଇଥିଲେ ମଧ୍ୟ ନିର୍ଦ୍ଧାରିତ କ୍ଷତିପୂରଣ ପ୍ରଦାନ କରାଯିବ।

ଏହି ସୂଚନାକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାନ୍ତୁ। ଆପଣଙ୍କ ଅଞ୍ଚଳରେ କ୍ଷତି ହୋଇଥିଲେ କମେଣ୍ଟରେ ଜଣାନ୍ତୁ।





18/08/2026

୬ ଜିଲ୍ଲା, ୭୪ ବ୍ଲକ, ୧୩୮୧ ଗାଁ ଓ ୯.୪ ଲକ୍ଷ ଲୋକ ବନ୍ୟା ପ୍ରଭାବିତ

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ଆସିଲା ବଡ଼ ତଥ୍ୟ। ଯାଜପୁର ଓ ଭଦ୍ରକରେ ସ୍ଥିତି ସବୁଠୁ ଅଧିକ ଚିନ୍ତାଜନକ। ତେବେ ସରକାରଙ୍କ ଲକ୍ଷ୍ୟ ‘ଜିରୋ କାଜୁଆଲିଟି’।

ଆପଣଙ୍କ ଜିଲ୍ଲାର ସ୍ଥିତି କେମିତି? କମେଣ୍ଟରେ ଜଣାନ୍ତୁ...

ପୋଷ୍ଟଟିକୁ ଶେୟାର କରନ୍ତୁ, ଅନ୍ୟମାନଙ୍କୁ ସତର୍କ କରନ୍ତୁ...


OdishaNews
JajpurFlood BhadrakFlood FloodUpdate
OdishaLens ShareNow CommentNow
MustWatch NewsAlert ViralPost
TrendingInOdisha PublicUpdate GroundReport
RescueOperation FloodCrisis

18/08/2026
୬ ଜିଲ୍ଲା, ୭୪ ବ୍ଲକ, ୧୩୮୧ ଗାଁ ଓ ୯.୪ ଲକ୍ଷ ଲୋକ ବନ୍ୟା ପ୍ରଭାବିତମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ଆସିଲା ବଡ଼ ତଥ୍ୟ। ଯାଜପୁର ଓ ଭଦ୍ରକରେ ସ୍...
18/08/2026

୬ ଜିଲ୍ଲା, ୭୪ ବ୍ଲକ, ୧୩୮୧ ଗାଁ ଓ ୯.୪ ଲକ୍ଷ ଲୋକ ବନ୍ୟା ପ୍ରଭାବିତ

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ଆସିଲା ବଡ଼ ତଥ୍ୟ। ଯାଜପୁର ଓ ଭଦ୍ରକରେ ସ୍ଥିତି ସବୁଠୁ ଅଧିକ ଚିନ୍ତାଜନକ। ତେବେ ସରକାରଙ୍କ ଲକ୍ଷ୍ୟ ‘ଜିରୋ କାଜୁଆଲିଟି’।

ଆପଣଙ୍କ ଜିଲ୍ଲାର ସ୍ଥିତି କେମିତି? କମେଣ୍ଟରେ ଜଣାନ୍ତୁ...

ପୋଷ୍ଟଟିକୁ ଶେୟାର କରନ୍ତୁ, ଅନ୍ୟମାନଙ୍କୁ ସତର୍କ କରନ୍ତୁ...







18/08/2026

ଖାଲି ପାଦରେ ଆସି ଆମ କଥା ଶୁଣିଲେ...

ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କ ମଧ୍ୟରେ ଏଭଳି ଚର୍ଚ୍ଚା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂରଜ ସୂର୍ଯ୍ୟବଂଶୀଙ୍କ ସହ ବୁଲେଟରେ ବୁଲି ସ୍ଥିତି ଦେଖିଥିଲେ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ଖାଲି ପାଦରେ ଚାଲି ଲୋକଙ୍କ ଦୁଃଖ ସୁଖ ବୁଝିଥିଲେ। ରିଲିଫ୍ କ୍ୟାମ୍ପରେ ରୋଷେଇ ଖାଦ୍ୟ ମଧ୍ୟ ନିଜେ ଯାଞ୍ଚ କରିଥିଲେ।


Address

Sahid Nagar
Bhubaneswar
751012

Website

Alerts

Be the first to know and let us send you an email when Odisha Lens posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share