News Berhampur

News Berhampur *****ପ୍ରତିଟି News ଆପଣଙ୍କ ପାଖରେ*****

06/01/2025
01/01/2025

Wishing you a joyful and prosperous New Year 2025!

May this year bring success, happiness, and good health to you and your loved

HAPPY NEW YEAR 2025 !!

Regards,

Bibhuti Nayak

Dear Friend/Sir/Madam are humble request to kindly give some donation as early as possible for recovery of the 2 yrs Chi...
25/11/2024

Dear Friend/Sir/Madam are humble request to kindly give some donation as early as possible for recovery of the 2 yrs Child(Cancer Patient)
I know 👆🏻his father very well. He is unable to bear his treatment. With your little help This child can get a new life 🙏🏻 Thanks

19/11/2024

History of Bali Jatra

 େ_ରାଗିଂବ୍ରହ୍ମପୁର MKCG ମେଡିକାଲ କଲେଜରେ ପୁଣି ରାଗିଂ ଅଭିଯୋଗ । MBBS ଦ୍ବିତୀୟ ବର୍ଷ ଛାତ୍ରଙ୍କୁ ରାଗିଂ ଅଭିଯୋଗ ହୋଇଛି । ବିଭିନ୍ନ ହଷ୍ଟେ...
25/10/2024

େ_ରାଗିଂ
ବ୍ରହ୍ମପୁର MKCG ମେଡିକାଲ କଲେଜରେ ପୁଣି ରାଗିଂ ଅଭିଯୋଗ । MBBS ଦ୍ବିତୀୟ ବର୍ଷ ଛାତ୍ରଙ୍କୁ ରାଗିଂ ଅଭିଯୋଗ ହୋଇଛି । ବିଭିନ୍ନ ହଷ୍ଟେଲରେ ଏକାଧିକ ଛାତ୍ରଙ୍କୁ ରାଗିଂ ହୋଇଥିବା ଅଭିଯୋଗ ହୋଇଛି । ନ୍ୟାସନାଲ ମେଡିକାଲ କାଉନସିଲର ଆଣ୍ଟି ରାଗିଂ ସେଲରେ ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ତଦନ୍ତ ପାଇଁ ଡିନ୍‌ଙ୍କୁ ଚିଠି ଲେଖିଛି NMC । NMC ପକ୍ଷରୁ ଚିଠି ପାଇବା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଡିନ୍ ।

ଦ୍ବିତୀୟ ବର୍ଷ ଛାତ୍ରଙ୍କୁ ଅନ୍ଧାର କରି ପିଟିବା ସହ ନଚାଇବା, ଗାଳି ଗୁଲଜ କରିବା ଭଳି ଅଭିଯୋଗ ହୋଇଛି । ହଷ୍ଟେଲର କୌଣସି ଛାତ୍ର ମୁହଁ ଖୋଲୁନାହାନ୍ତି। ମାନସିକ ଓ ଶାରୀରିକ ନିର୍ଯାତନା ନେଇ NMCରେ ଅଭିଯୋଗ ରହିଛି । ଏନେଇ କଲେଜର ଆଣ୍ଟି ରାଗିଂ ସେଲରେ ବୈଠକ ବସିବ । ଏଥିରେ ଉଭୟ ଦ୍ବିତୀୟ ବର୍ଷ ଓ ସିନିୟର ଛାତ୍ର ମାନେ ବୈଠକରେ ଉପସ୍ଥିତ ରହିବେ । ଅଭିଯୋଗର ସତ୍ୟାସତ୍ୟ ମିଳିଲେ ରାଗିଂ କରିଥିବା ଛାତ୍ରଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏମକେସିଜି ମେଡିକାଲ ଡିନ୍‌ଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

09/01/2024
Berhampur to Taptapani
19/12/2023

Berhampur to Taptapani

Berhampur to Taptapani vlog //Taptapani hotspring//Deer park .PART-1

21/08/2023

ରୁଷିଆର ଲୁନା - ୨୫ ମହାକାଶ ଯାନ ଅନିୟନ୍ତ୍ରିତ କକ୍ଷପଥରେ ପହଞ୍ଚିବା ପରେ ଚନ୍ଦ୍ରରେ ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି ରୁଷିଆର ମହାକାଶ ....

10/11/2022

Congratulations

Address

Brahmapur
761009

Alerts

Be the first to know and let us send you an email when News Berhampur posts news and promotions. Your email address will not be used for any other purpose, and you can unsubscribe at any time.

Share