Studio first look Ngr

Studio first look Ngr Contact information, map and directions, contact form, opening hours, services, ratings, photos, videos and announcements from Studio first look Ngr, Advertising/Marketing, Nayagarh, Chandipur.

09/05/2020
02/05/2020

*ଖବର ଆଜିର*
ତାରିଖ ୦୨/୦୫/୨୦, ଶନିବାର

1- ପୁଣି ବଢ଼ିଲା ତାଲାବନ୍ଦ ଅବଧି, ମେ’ ୧୭ ତାରିଖ ଯାଏଁ ଲକଡାଉନ୍ କଟକଣା ଲାଗୁ, ଗୃହମନ୍ତ୍ରଣାଳୟ ଜାରି କଲେ ବିଜ୍ଞପ୍ତି ।

2-ଭୁବନେଶ୍ଵର : ସାମାଜିକ ସୁରକ୍ଷା ସହାୟତା ପାଉଥିବା ଓ ମଧୁବାବୁ ପେନସନ ପାଉଥିବା ହିତାଧିକାରୀଙ୍କୁ ସରକାର ଦେବେ ୧୦୦ ଟଙ୍କା ଲେଖାଏଁ ଗ୍ରୀଷ୍କକାଳୀନ ସହାୟତା ।

3-ପୁରୀ ରଥଯାତ୍ରା ନିଷ୍ପତ୍ତି ମେ ୩ ପରେ ନୁହେଁ ମେ ୧୭ ପରେ ନିଆଯିବ।

4-ସୁରତରୁ ବାହାରିଲା ଆଉ ୬୬ଟି ବସ୍ : ଫେରୁଛନ୍ତି ୪ହଜାର ପ୍ରବାସୀ ଓଡିଶା।

5-ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ରାଜ୍ୟ ସରକାରଙ୍କ ଅପିଲ : ସ୍ୱତଃ ଆଗେଇ ଆସି ନମୂନା ପରୀକ୍ଷା କରିବାକୁ ପରାମର୍ଶ । ବିଡିଓ, ତହସିଲଦାର ଓ ସରପଞ୍ଚଙ୍କୁ ଯୋଗାଯୋଗ କରି ସଙ୍ଗରୋଧରେ ରୁହନ୍ତୁ।

6-ଦୀର୍ଘ ପାଞ୍ଚ ସପ୍ତାହ ପରେ ଟ୍ରାକରେ ଗଡିଛି ଟ୍ରେନ୍ : ପ୍ରବାସୀ ଓଡିଆଙ୍କୁ ଧରି କେରଳରୁ ଆସୁଛି ସ୍ୱତନ୍ତ୍ର ଟ୍ରେନ।

7-ଆସିଲା ଭଲ ଖବର: ସୁସ୍ଥ ହେଲେ ୧୪ କୋଭିଡ-୧୯ ସଂକ୍ରମିତ, କେନ୍ଦ୍ରାପଡା ଏବେ କରୋନା ମୁକ୍ତ।

8-କରୋନା ହଟ୍‌ ସ୍ପଟ୍‌ ଭାବେ ରେଡ୍‌ ଜୋନ୍‌ରେ ଓଡ଼ିଶାର ୩ ଜିଲ୍ଲା: ଯାଜପୁର, ଭଦ୍ରକ ଓ ବାଲେଶ୍ବର।

9-ଗ୍ରିନ ଜୋନକୁ ଗ୍ରୀନ ସିଗ୍ନାଲ:ତାଲାବନ୍ଦ ବେଳେ ଖୋଲିପାରିବେ ମଦ ଓ ପାନ ଦୋକାନ, ଗଡ଼ିବ ଯାତ୍ରୀବାହୀ ବସ୍, ହେଲେ ସାମାଜିକ ଦୂରତା ଭାଙ୍ଗିଲେ କଠୋର କାର୍ଯ୍ୟାନୁଷ୍ଠାନ ।

10-ଲକଡାଉନ୍ ର ସୁଯୋଗ ନେଉଛନ୍ତି ଅନ୍‌ଲାଇନ୍‌ ଠକ : ଫେକ୍ ମେସେଜରୁ ଦୂରେଇ ରୁହନ୍ତୁ, ଠକାମିରୁ ବଞ୍ଚନ୍ତୁ।

11-ବାହାର ରାଜ୍ୟରୁ ଆସିଲେ ହାତରେ ଲାଗିବ ଅଲିଭା କାଳିର ଚିହ୍ନ, କ୍ୱାରେଣ୍ଟାଇନ ପାଇଁ ୨ ଲକ୍ଷ ୬୦ ହଜାର ଶଯ୍ୟା ପ୍ରସ୍ତୁତ ।

12-ଦେଶ ବାହୁଡ଼ିବାକୁ ପ୍ରବାସୀ ଭାରତୀୟଙ୍କ ଲମ୍ବା ଧାଡ଼ି; କେବଳ ସଂଯୁକ୍ତ ଆରବ ଏମିରେଟ୍ସରୁ ପଞ୍ଜିକରଣ କଲେଣି ୩୨ ହଜାର।

13-ନୂଆ ଦିଲ୍ଲୀ:କରୋନା ଲକ୍‌ଡାଉନ୍‌ ୩.୦ : ମଇ ୧୭ ଯାଏ ଭାରତୀୟ ରେଳ ଓ ବିମାନ ସେବାକୁ ସ୍ଥଗିତ କଲେ ସରକାର।

14-ମେ ୩ରେ ତିନି ସେନା କରୋନା ଯୋଦ୍ଧାଙ୍କୁ ଦେବେ ସମ୍ମାନ,ଶ୍ରୀନଗରରୁ ତ୍ରିଭେନ୍ଦ୍ରମ ଓ ଆସାମରୁ କଚ୍ଛ ଯାଏ ଫ୍ଲାଇପାଷ୍ଟ କରିବେ ବାୟୁ ସେନା।

*ସୁପ୍ରଭାତ, ଗୁଡ଼ ମର୍ଣିଂ*

ଆଜି ସୀତା ନବମୀ

Nayagarh the dakhinakali mandir
27/04/2020

Nayagarh the dakhinakali mandir

Address

Nayagarh
Chandipur
303

Telephone

+917008789362

Website

Alerts

Be the first to know and let us send you an email when Studio first look Ngr posts news and promotions. Your email address will not be used for any other purpose, and you can unsubscribe at any time.

Share