ମାନସିଂହ ପାଟଣା ପୂଜା କମିଟି

  • Home
  • India
  • Cuttack
  • ମାନସିଂହ ପାଟଣା ପୂଜା କମିଟି

ମାନସିଂହ ପାଟଣା ପୂଜା କମିଟି Contact information, map and directions, contact form, opening hours, services, ratings, photos, videos and announcements from ମାନସିଂହ ପାଟଣା ପୂଜା କମିଟି, Cuttack.

🌸🔱ଆସନ୍ତା ଶନିବାର ତା ୧୯/୯/୨୦୨୬ ରିଖ ପବିତ୍ର ରାଧା ଅଷ୍ଟମୀ ତିଥିରେ ମାନସିଂହ ପାଟଣା ପୁଜା କମିଟି ତରଫ ରୁ ମା ଦୁର୍ଗାଙ୍କ ମାଟି ଅନୁକୂଳ ପର୍ବ...
17/09/2026

🌸🔱ଆସନ୍ତା ଶନିବାର ତା ୧୯/୯/୨୦୨୬ ରିଖ ପବିତ୍ର ରାଧା ଅଷ୍ଟମୀ ତିଥିରେ ମାନସିଂହ ପାଟଣା ପୁଜା କମିଟି ତରଫ ରୁ ମା ଦୁର୍ଗାଙ୍କ ମାଟି ଅନୁକୂଳ ପର୍ବ ଅନୁଷ୍ଠିତ ହେବାକୁ ଯାଉଛି।🙏🏻🚩

⚜️ଜୟ ମା ଦୁର୍ଗା🔱🚩

🪷ଆଜି ପବିତ୍ର ଘୋଷଯାତ୍ରା ମାନସିଂହ ପାଟଣା ମାତା ମଠ ରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଦର୍ଶନ🙏🚩🪷ଜୟ ଶ୍ରୀଜଗନ୍ନାଥ🙏🏻🚩
16/07/2026

🪷ଆଜି ପବିତ୍ର ଘୋଷଯାତ୍ରା ମାନସିଂହ ପାଟଣା ମାତା ମଠ ରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଦର୍ଶନ🙏🚩
🪷ଜୟ ଶ୍ରୀଜଗନ୍ନାଥ🙏🏻🚩

🌷ମାନସିଂହ ପାଟଣା ମସ୍ତରାମ ମଠ ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀଜିଉ ଙ୍କ ଦେବସ୍ନାନ ନିତି ସମ୍ପନ୍ନ 🪷🙌🙏🙇🚩
29/06/2026

🌷ମାନସିଂହ ପାଟଣା ମସ୍ତରାମ ମଠ ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀଜିଉ ଙ୍କ ଦେବସ୍ନାନ ନିତି ସମ୍ପନ୍ନ 🪷🙌🙏🙇🚩

13/06/2026

🌷ଶୁଭ ନିମନ୍ତ୍ରଣ🙏🏻💕
🌸ଓଁ ନମଃ ଶିବାୟ🔱🚩
🌸ଓଁ ଶ୍ରୀ ଆଶୁତୋଷ ମହାଦେବାୟା ନମଃ🔱🚩

🌷ଆସନ୍ତା ତା ୧୮.୦୬.୨୦୨୬ ରିଖ ଦିନ ମସ୍ତରାମ ମଠ ରେ ଥିବା ପ୍ରଭୁ ଆଶୁତୋଷ ମହାଦେବ ଙ୍କ ଦିବ୍ୟ ବିବାହ ଉତ୍ସବ ଅନୁଷ୍ଠିତ ହେବ ଏଵଂ ୧୯.୦୬.୨୦୨୬ ସନ୍ଧ୍ୟା.୬ ଘଟିକା ରେ ପ୍ରଭୁ ନଗର ପରିକ୍ରମା କରିବେ।
ଏଣୁ ଆପଣଙ୍କୁ ବିନୀତ ଅନୁରୋଧ ଉକ୍ତ ସମୟ ରେ ଉପସ୍ଥିତ ରହି ଦେବ ଦମ୍ପତି ଙ୍କ ଆଶୀର୍ବାଦ ଲାଭ କରନ୍ତୁ

📿 ତାରିଖ: ୧୮ ଜୁନ ୨୦୨୬ (ଶିବ ବିବାହ)
୧୯ ଜୁନ ୨୦୨୬
🕓 ସମୟ: ସନ୍ଧ୍ୟା ୬ ନଗର ପରିକ୍ରମା
📍 ସ୍ଥାନ: ମସ୍ତରାମ ମଠ ମାନସିଂହ ପାଟଣା

💞ଆସନ୍ତୁ, ଦିବ୍ୟ ଦମ୍ପତିଙ୍କ ମିଳନ ମହୋତ୍ସବରେ ସାମିଲ ହେଇ ନିଜ ଜୀବନକୁ ପୁନ୍ୟମୟ କରନ୍ତୁ।🙏🏻🙇🏻🚩

12/06/2026

🌷ମାନସିଂହ ପାଟଣା ମସ୍ତରାମ ମଠ ରେ ପ୍ରଭୁ ଶ୍ରୀ ଶ୍ରୀ ଆଶୁତୋଷ ମହାଦେବ ଙ୍କ ପବିତ୍ର ଶୀତଳଷଷ୍ଠୀ ଯାତ୍ରା🙏🏻🚩 🙏🌿🕉️

01/05/2026

🪷🌷ଆଜି ପବିତ୍ର ଚନ୍ଦନ ପୂର୍ଣ୍ଣିମା ରେ ପ୍ରଭୁ ଲକ୍ଷ୍ମୀନାରାୟଣ ସର୍ବାଙ୍ଗ ଚନ୍ଦନ ବେଶ ରେ ଦର୍ଶନ ଦେଉଛନ୍ତି🙏🏻🙇🏻🙌🏻🚩

Address

Cuttack

Website

Alerts

Be the first to know and let us send you an email when ମାନସିଂହ ପାଟଣା ପୂଜା କମିଟି posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share