ବହୁଜନ ବିଚାର

ବହୁଜନ ବିଚାର I love you all

ଏ Page ର ଉଦେଶ୍ୟ କୈଣଷୀ ଜାତି ଧର୍ମ ଭାବନା ପ୍ରତି କ୍ଷତି ପକାଇବାର ଉଦେଶ୍ୟ ନୁହଁ "
ଦଳିତ ବହୁଜନ ମୁଳନିବାସୀ ପ୍ରତି ହେଉଥିବା ଶୋଷଣ ଅତ୍ୟାଚାର ପ୍ରତି ଆବାଜ ଉଠାଇବାର ମୁଳ ଉଦେଶ୍ୟ
🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻

Gyanesh Kumar କୁ Arrest କରାଯାଉ ଦେଶ ସହିତ ଗଦର କାମ କରିଛି ଏହି ବ୍ୟକ୍ତି ? #ଓଡ଼ିଶା  #ବହୁଜନ  #ଓଡ଼ିଆ
23/09/2026

Gyanesh Kumar କୁ Arrest କରାଯାଉ
ଦେଶ ସହିତ ଗଦର କାମ କରିଛି ଏହି ବ୍ୟକ୍ତି ?
#ଓଡ଼ିଶା #ବହୁଜନ #ଓଡ଼ିଆ

ବୁଝିବା ଲୋକେ ଠିକ୍ ବୁଝିବେ  #ଓଡ଼ିଶା  #ବହୁଜନ  #ଓଡ଼ିଆ
21/09/2026

ବୁଝିବା ଲୋକେ ଠିକ୍ ବୁଝିବେ
#ଓଡ଼ିଶା #ବହୁଜନ #ଓଡ଼ିଆ

ଏଇ ମାଉସୀ ଜୀ ବୋଧହୁଏ ଭୁଲିଯାଇଛନ୍ତି ଯେ ଏହା ଭାରତ ନୁହେଁ, ବରଂ କାନାଡା।ମାଉସୀ ଜୀ ଭାରତୀୟ ବଂଶୋଦ୍ଭବ ଏବଂ ବର୍ତ୍ତମାନ କାନାଡାରେ ରୁହନ୍ତି। ସ...
12/09/2026

ଏଇ ମାଉସୀ ଜୀ ବୋଧହୁଏ ଭୁଲିଯାଇଛନ୍ତି ଯେ ଏହା ଭାରତ ନୁହେଁ, ବରଂ କାନାଡା।

ମାଉସୀ ଜୀ ଭାରତୀୟ ବଂଶୋଦ୍ଭବ ଏବଂ ବର୍ତ୍ତମାନ କାନାଡାରେ ରୁହନ୍ତି। ସେ ତାଙ୍କ ଘରେ ଏକ କାନାଡିଆନଙ୍କୁ ଏକ କୋଠରୀ ଭଡା ନେଇଥିଲେ।

କାନାଡିଆନ ଜଣକ ଗୋମାଂସ ରାନ୍ଧିବା ଏବଂ ଖାଇବା ଆରମ୍ଭ କରିଥିଲେ, ଯାହା ମାଉସୀଙ୍କ ଭାବନାକୁ ଆଘାତ ଦେଇଥିଲା, ତାପର ଅନେକ ଝଗଡ଼ା କରିଥିଲେ

ଶେଷରେ, ପୋଲିସ ଆସି ମାଉସୀଙ୍କୁ ବନ୍ଧକ ରଖିଲା। ବର୍ତ୍ତମାନ, ମାଉସୀ ଜେଲରେ ଅଛନ୍ତି।

ଯଦି ମାଉସୀଙ୍କର ଗୋମାଂସ ସହିତ ସମସ୍ୟା ଥିଲା, ତେବେ ତାଙ୍କୁ ଘର ଦେବା ପୂର୍ବରୁ ଭଡାଟିଆଙ୍କୁ ପଚାରିବା ଉଚିତ ଥିଲା।

ମାଉସୀଙ୍କ ଏଭଳି ବ୍ୟବହାର ପାଇଁ ଆଜି ଭାରତ ବଦନାମ୍ ହୋଇଛି

10/09/2026
ଏଠି ହିଟ୍ଲର ଶାସନ ଚାଲିଛି  #ଓଡ଼ିଆ  #ଓଡ଼ିଶା
10/09/2026

ଏଠି ହିଟ୍ଲର ଶାସନ ଚାଲିଛି
#ଓଡ଼ିଆ #ଓଡ଼ିଶା

09/09/2026

BJP କୁ Rss ଫସାଇ ଦେଇଛି 🤣😂

Address

CDA 10
Cuttack
06784

Telephone

+919861388076

Website

Alerts

Be the first to know and let us send you an email when ବହୁଜନ ବିଚାର posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share