Kakatpur Khabar

Kakatpur Khabar Contact information, map and directions, contact form, opening hours, services, ratings, photos, videos and announcements from Kakatpur Khabar, Kakatpur Puri, Kakatpur.

#କାକଟପୁର ଖବର
ସ୍ଥାନୀୟ ଖବର • ଲୋକଙ୍କ ସମସ୍ୟା • ବିକାଶର ଖବର
Owner & Administrator: ପ୍ରସନ୍ନ ଜେନା । Local News Platform
କାକଟପୁର ଓ ଆଖପାଖ ଅଞ୍ଚଳର ସତ୍ୟ ଓ ନିରପେକ୍ଷ ଖବର ପାଇଁ।
Founder & Owner: ପ୍ରସନ୍ନ ଜେନା - 9938120813

15/08/2026
 ୍ବାଧିନତା_ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ଜୟ ହିନ୍ଦ୍। ଜୟ ଭାରତ 🇮🇳
15/08/2026

୍ବାଧିନତା_ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ।
ଜୟ ହିନ୍ଦ୍। ଜୟ ଭାରତ 🇮🇳

ସ୍ୱାଧୀନତା ଦିବସ ର ପୂର୍ବ ଦିନ ଲଜ୍ୟା ଜନକ ଘଟଣା...ଉପ ମୁଖମନ୍ତ୍ରୀ ପ୍ରଭାତୀ ପରିଡା ଙ୍କର ନିର୍ଵାଚନ ମଣ୍ଡଳୀ ଅଂଚଳର (ନିମାପଡା ) ଧନୁଆ ନଦୀର ...
14/08/2026

ସ୍ୱାଧୀନତା ଦିବସ ର ପୂର୍ବ ଦିନ ଲଜ୍ୟା ଜନକ ଘଟଣା...
ଉପ ମୁଖମନ୍ତ୍ରୀ ପ୍ରଭାତୀ ପରିଡା ଙ୍କର ନିର୍ଵାଚନ ମଣ୍ଡଳୀ ଅଂଚଳର (ନିମାପଡା ) ଧନୁଆ ନଦୀର ଶାଖା କେନାଲ ବ୍ରିଜ ଛାତ ପଡ଼ିବାର ୨୪ ଘଣ୍ଟା ପୂରିନି ଭୁଶୁଡି ପଡିଲା ବ୍ରିଜ ର ଛାତ! ନିମାପଡା ଧନୁଆ ଛକ ନିକଟରେ! ବଳଙ୍ଗା ନିମାପଡା ମୁଖ୍ୟ ରାସ୍ତା ଧନୁଆ ଛକ ରେ ଶାଖା କେନାଲ ର ଏ ଦୃଶ୍ୟ ! ନିମ୍ନ ମାନର କାର୍ଯ୍ୟ ଆଣିଲେ ଅଭିଯୋଗ! କେନାଲ ଭିତରେ ଛଡ଼, ରଡ଼, କଂଗ୍ରିଟ ଧସେଇ ପଶିଲା! ଘଟଣା ସ୍ଥଳ ରେ ସବୁ ଟେନସନ,ନିମାପଡା PWD ବିଭାଗ ର କାର୍ଯ୍ୟ! ଏହି ବ୍ରିଜ ଉପରେ ନିମାପଡା ବଳଙ୍ଗା ର ୩୦ ରୁ ଉର୍ଦ୍ଧ ପଂଚାୟତ ନିର୍ଭର... ଏଥିରୁ ଅନୁମାନ କରନ୍ତୁ ଅନ୍ୟ ଅଂଚଳ ର ଅବସ୍ଥା ୍ଜୀବ_କୁମାର_ମହାନ୍ତି

ଘରେ ଘରେ ତ୍ରିରଙ୍ଗା ଶୋଭାଯାତ୍ରା କାର୍ଯ୍ୟକ୍ରମ  #ମଙ୍ଗଳା ମହାବିଦ୍ୟାଳୟ    #ଭାରତ_ମାତା_କି_ଜୟ 🇮🇳
14/08/2026

ଘରେ ଘରେ ତ୍ରିରଙ୍ଗା ଶୋଭାଯାତ୍ରା କାର୍ଯ୍ୟକ୍ରମ #ମଙ୍ଗଳା ମହାବିଦ୍ୟାଳୟ #ଭାରତ_ମାତା_କି_ଜୟ 🇮🇳

ହର୍ ଘର୍ ତ୍ରିରଙ୍ଗା
13/08/2026

ହର୍ ଘର୍ ତ୍ରିରଙ୍ଗା

ଜଗତସିଂହପୁର: କୃଷି ବିଭାଗ ଚଢାଉରେ ୧୫୫ ବସ୍ତା ସାର ଜବତ । ନାଉଗାଁ ବ୍ଲକ ଡାହାଣିଖିଆ ଗାଁରେ କୃଷି ବିଭାଗର ଚଢାଉ । ଦୋକାନରେ ବେଆଇନ ଭାବେ ଗଚ୍ଛ...
13/08/2026

ଜଗତସିଂହପୁର: କୃଷି ବିଭାଗ ଚଢାଉରେ ୧୫୫ ବସ୍ତା ସାର ଜବତ । ନାଉଗାଁ ବ୍ଲକ ଡାହାଣିଖିଆ ଗାଁରେ କୃଷି ବିଭାଗର ଚଢାଉ । ଦୋକାନରେ ବେଆଇନ ଭାବେ ଗଚ୍ଛିତ ୧୫୫ ବସ୍ତା ସାର ଜବତ

ମଠ ସମ୍ପତି ହଡପ ଅଭିଯୋଗ
12/08/2026

ମଠ ସମ୍ପତି ହଡପ ଅଭିଯୋଗ

ଭତ୍ତା ପାଇଥିବା ଲୋକ ଶ୍ରମିକ ଭାବରେ ନିଯୁକ୍ତ  #ତଦନ୍ତ ଦାବି  #ଅସ୍ତରଙ୍ଗ
11/08/2026

ଭତ୍ତା ପାଇଥିବା ଲୋକ ଶ୍ରମିକ ଭାବରେ ନିଯୁକ୍ତ #ତଦନ୍ତ ଦାବି #ଅସ୍ତରଙ୍ଗ

ପୂର୍ବ ସରକାରରେ ଯେପରି କୋଟି କୋଟି ଟଙ୍କାର ଚାରା ଦୁର୍ନୀତି ହୋଇଥିଲା, ସେପରି ବର୍ତ୍ତମାନ ସରକାରରେ ସମାନ ଷ୍ଟାଇଲରେ ଚାରା ସହ ସରକାରୀ ଟଙ୍କା ହ...
09/08/2026

ପୂର୍ବ ସରକାରରେ ଯେପରି କୋଟି କୋଟି ଟଙ୍କାର ଚାରା ଦୁର୍ନୀତି ହୋଇଥିଲା, ସେପରି ବର୍ତ୍ତମାନ ସରକାରରେ ସମାନ ଷ୍ଟାଇଲରେ ଚାରା ସହ ସରକାରୀ ଟଙ୍କା ହଡ଼ପ !
#ଅଞ୍ଚଳବାସୀଙ୍କ_ଅଭିଯୋଗ

Address

Kakatpur Puri
Kakatpur
752108

Telephone

+919438773880

Website

Alerts

Be the first to know and let us send you an email when Kakatpur Khabar posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Kakatpur Khabar:

Shortcuts

Share