Kankadahad Anchal

Kankadahad  Anchal ମୋ କଙ୍କଡ଼ାହାଡ଼ ଅଂଚଳ ଖବର

17/09/2023
         #କଙ୍କଡାହାଡ଼:୧୫-୦୯-୨୦୨୩  ପଙ୍ଗାତିରା ଗ୍ରାମ ପଞ୍ଚାୟତର ପାଟରା ସାହି ର ଅସହାୟ ବୃଦ୍ଧ ଦମ୍ପତି ବଙ୍କା ପେଣ୍ଠଇ ବୟସ ୯୫ ସ୍ତ୍ରୀ  ଗୁ...
17/09/2023

#କଙ୍କଡାହାଡ଼:୧୫-୦୯-୨୦୨୩ ପଙ୍ଗାତିରା ଗ୍ରାମ ପଞ୍ଚାୟତର ପାଟରା ସାହି ର ଅସହାୟ ବୃଦ୍ଧ ଦମ୍ପତି ବଙ୍କା ପେଣ୍ଠଇ ବୟସ ୯୫ ସ୍ତ୍ରୀ ଗୁରେଇ ପେଣ୍ଠଇ ବୟସ ୯୦ ଅସହାୟ ପରିସ୍ଥିତି ରହୁଅଛନ୍ତି ଏହି ଖବର ଶୁଣି ଯୁବଶକ୍ତି ର ଅଧ୍ୟକ୍ଷ ତଥା ବିଜେଡି ଯୁବନେତା ହିମାଂଶୁ ଭୂଷଣ ବାରିକ ପହଞ୍ଚି ଅସହାୟ ପରିବାର ଙ୍କୁ ସାହାଯ୍ୟ ସହଯୋଗ କରି କହିଥିଲେ, ଦୁଃଖ ଲାଗୁଛି ଏହି ପରିବାର ର କରୁଣ ଚିତ୍ର ଦେଖି ଦିନେ ଖାଇଲେ ଦିନେ ଉପବାସ ରହୁ ଅଛନ୍ତି ଏହି ଅସହାୟ ବୃଦ୍ଧ ବୃଦ୍ଧା, ପ୍ରଶାସନ ପକ୍ଷରୁ କେବଳ ଭତା ଆଉ ରାସନ ରାଉଳ ମିଳୁ ଅଛି,ରହିବା ପାଇଁ ଘର ଖଣ୍ଡିଏ ନାହିଁ, କଙ୍କଡାହାଡ଼ ବ୍ଲକ ପ୍ରଶାସନ ପକ୍ଷରୁ ଏହି ଅସହାୟ ପରିବାର କୁ ରହିବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକା ଘର, ଏବଂ ଅନ୍ୟାନ୍ୟ ସାହାଯ୍ୟ ସହଯୋଗ କରିବା ପାଇଁ ଗଣମାଧ୍ୟମ ଜରିଆରେ ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଙ୍କୁ ନିବେଦନ କରିଥିଲେ,

13/09/2023

କଙ୍କଡ଼ାହାଡ଼ ବ୍ଲକ ଠାରୁ ମାତ୍ର 100 ମିଟର ଦୂରରେ ଦିଲୀପ କୁମାର ଦାସ ଙ୍କ ଘର ହୋଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ. ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଲଟିଛି ଦିଲୀପ ଙ୍କ ପାଇଁ ସାତ ଶପନ 😥

🙏🙏🙏Plz like comment new 👍👍👍

କଙ୍କଡ଼ାହାଡ଼ UP ସ୍କୁଲ ଓ ଅଭିନଵ ଶିଶୁ ଶିକ୍ଷା ନିକେତନ ସ୍କୁଲ ରେ କଙ୍କଡ଼ାହାଡ଼ ବ୍ଲକ ର ପୂର୍ଵ ତନ ବ୍ଲକ ଅଧକ୍ଷ ତଥା ପର୍ଜଙ୍ଗ ନିର୍ବାଚନ ମଣ୍...
15/08/2023

କଙ୍କଡ଼ାହାଡ଼ UP ସ୍କୁଲ ଓ ଅଭିନଵ ଶିଶୁ ଶିକ୍ଷା ନିକେତନ ସ୍କୁଲ ରେ କଙ୍କଡ଼ାହାଡ଼ ବ୍ଲକ ର ପୂର୍ଵ ତନ ବ୍ଲକ ଅଧକ୍ଷ ତଥା ପର୍ଜଙ୍ଗ ନିର୍ବାଚନ ମଣ୍ଡଳୀ ର ବରିଷ୍ଠ ବିଜେଡି ନେତା ଆମ ପ୍ରିୟ କାର୍ତ୍ତିକ ଭାଇ କୁନି କୁନି ପିଲାମାନ ଙ୍କ ପାଖରେ ପତାକା ଉତ୍ତଳନ କରିବା ସହ ଅଭିଭାଷଣ ପ୍ରଦାନ କରିଥିଲେ

Kankadahad block ରେ 77 ତମ ସ୍ୱଧିନତା ଦିବସ ପାଳିତ ଜୟ ହିନ୍ଦ 🇮🇳🇮🇳🇮🇳🇮🇳🇮🇳🇮🇳
15/08/2023

Kankadahad block ରେ 77 ତମ ସ୍ୱଧିନତା ଦିବସ ପାଳିତ ଜୟ ହିନ୍ଦ 🇮🇳🇮🇳🇮🇳🇮🇳🇮🇳🇮🇳

05/08/2023

ଆଶାନ୍ତା କାଲି ସକାଳ 8 ଟା ସମୟ ଠାରୁ 12.30 ପ୍ରଯ୍ୟନ୍ତ କଙ୍କଡ଼ାହାଡ଼ ବ୍ଲକ ରେ ଲାଇନି କଟିବ.

02/08/2023

ଆଜି ଲଗାଣ ବର୍ଷା ରେ ବୁଡ଼ିଲା କଙ୍କଡ଼ାହାଡ଼ ବ୍ଲକ
ଭିତରେ ବର୍ଷା ପାଣି ପଶି ଜମି ରହିଲା ଦୁଇ ଫୁଟ ର ପାଣି

କଙ୍କଡାହାଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆଜି +2 କଳା ଶ୍ରେଣୀ ରେ ନାମ ଲେଖାଇ ଥିବା ପ୍ରଥମ ବର୍ଷ ଛାତ୍ର ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟ ରେ ପ୍ରବେ...
02/08/2023

କଙ୍କଡାହାଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆଜି +2 କଳା ଶ୍ରେଣୀ ରେ ନାମ ଲେଖାଇ ଥିବା ପ୍ରଥମ ବର୍ଷ ଛାତ୍ର ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟ ରେ ପ୍ରବେଶ ଉତ୍ସଵ ଅନୁଷ୍ଠିତ ହୋଇଛି,ଅଧକ୍ଷ ପ୍ରସନ୍ନ କୁମାର ସାହୁ ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନବାଗତ ଛାତ୍ରଛାତ୍ରୀ ଙ୍କୁ ଫୁଲ ଚନ୍ଦନ ଦେଇ ସ୍ବାଗତ କରାଯିବା ସହିତ ଅନୁଷ୍ଠାନ ର ଇତିହାସ ଓ ଉପଲବ୍ଧ ସୁବିଧା ସୁଯୋଗ ଉପରେ ପରିଚିତ କାରା ଯାଉଥିଲା ,ଅଧ୍ୟାପକ ଓ ଅଧ୍ୟାପିକା ମାନେ ନିଜର ପରିଚୟ ପ୍ରଦାନ ପୂର୍ବକ ଛାତ୍ର ଛାତ୍ରୀ ମାନଙ୍କୁ ନିଜସ୍ଵ ବିଷୟ ଓ ଏତି ସହିତ ସଂଲଗ୍ନ ଭବିଷ୍ୟତ ସୁଯୋଗ ଉପରେ ଆଲୋକ ପାତ କରିଥିଲେ,ଏହା ସହିତ ଛାତ୍ର ଛାତ୍ରୀ ମାନଙ୍କୁ ଯୁବ ରେଡ କ୍ରସ ଜାତୀୟ ସେବା ଯୋଜନା କ୍ରୀଡା ଛାତ୍ର ବୃତ୍ତି ଭବିଷ୍ୟତ ନିଯୁକ୍ତି ଚୟନ ଓ ପରୀକ୍ଷା ପଦ୍ଧତି ଉପରେ ଦିଗ୍ ଦର୍ଶନ ପ୍ରଦାନ କରାଯାଇଥିଲା,ଅଧ୍ୟାପକ ପ୍ରେମାନନ୍ଦ ନାୟକ,ଲକ୍ଷ୍ମୀକାନ୍ତ ଶତପଥୀ ଅଜୟ କୁମାର ଚିନାରା ଅଧ୍ୟାପିକା ମଧୁସ୍ମିତା ନନ୍ଦ, ରାକା ବେନ୍ ପତି ଓ ଝୁନୁ ରାୟ ଛାତ୍ର ଛାତ୍ରୀ ମାନଙ୍କୁ ସ୍ଵ ପରିଚୟ ପ୍ରଦାନ ସହିତ ଅନୁଷ୍ଠାନ ର ନୀତି ନିୟମ ଓ ଶୃଙ୍ଖଳା ମାନି ଚାଲିବାକୁ ପରାମର୍ଶ ଦେଇ ଥିଲେ,କର୍ମଚାରୀ ବସନ୍ତ ସାହୁ ବସନ୍ତ ଦାସ ଅଭୟ ସାହୁ ନୀଳାମ୍ବର ପରିଡ଼ା ପ୍ରଦୀପ ବେହେରା ରବି ମହନ୍ତ ନିର୍ଜରିଣି ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ

07/07/2023

କଙ୍କଡ଼ାହାଡ଼ ବ୍ଲକ ରେ ଚାଲିଛି ଏକ ଛାତ୍ର ବାଦ ଶାସନ.
କାରଣ ଦୀପ ତଳ ସବୁବେଳେ ଅନ୍ଧାର
ଦେଖିବା ବାକି ଅଛି କେବେ ସୁଧାର ଆସୁଛି କଙ୍କଡ଼ାହାଡ଼ ବ୍ଲକ ରେ

19/06/2023

Address

Kamakhyanagar
759028

Telephone

+918114980053

Website

Alerts

Be the first to know and let us send you an email when Kankadahad Anchal posts news and promotions. Your email address will not be used for any other purpose, and you can unsubscribe at any time.

Share