ZZE 24 ଓଡ଼ିଶା

ZZE 24 ଓଡ଼ିଶା ZZE24 ODIA ଦେଖାଉଛୁ ସତ କହୁଛୁ ସତ ଆପଣଙ୍କ ସାଥିରେ

28/09/2026

କେନ୍ଦ୍ରାପଡ଼ା ଜିଲ୍ଲାରେ ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ସମାଜସେବୀ ଶିବ ସନ୍ତୋଷ ଖୁଣ୍ଟିଆ। କେକ୍ କାଟିବା ବଦଳରେ ସେ ୧୦୦ ଜଣ ବରିଷ୍ଠ ନାଗରିକଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯାତ୍ରାରେ ପଠାଇଛନ୍ତି। ତାଙ୍କର ଏଭଳି ମହତ ଚିନ୍ତାଧାରାକୁ ଗ୍ରାମବାସୀ ଭୂୟସୀ ପ୍ରଶଂସା କରିଛନ୍ତି।

27/09/2026

ଟଙ୍କା ପାଇଁ କ୍ଷିତିଶ ସିଂହବାହିନୀ ଛାଡ଼ିବାକୁ କରୁଛନ୍ତି କହିଲେ ସିଂହବାହିନୀ ପାଢ଼ୀ ବାବୁ

27/09/2026

ଆସନ୍ତୁ ସମସ୍ତେ ମିଳିମିଶି ଓଡିଶା ର ସ୍ୱାର୍ଥ ପାଇଁ ଲଢେଇ ଜାରି ରଖିବା. ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ

26/09/2026

କେନ୍ଦ୍ରାପଡ଼ା NH-53: ନୀଳାଚଳ ଓ ଶ୍ୟାମସୁନ୍ଦରପୁରରେ ପୂର୍ବରୁ
ଘଟିଥିଲା ରାସ୍ତା ଧସିବା ଓ ରେଲିଂ ଭୁଶୁଡିବା ଘଟଣା
ଏବେ ହଜାରୀ ଛକ ନାଁରେ ଅପପ୍ରଚାର

25/09/2026

ଜଳବନ୍ଦୀ ରେ ମାର୍ଶାଘାଇ ବଜାର ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମୁଖ୍ୟ ରାସ୍ତା ୩ ଫୁଟ୍ ଉଚ୍ଚର ବର୍ଷା ପାଣି

25/09/2026

ବାତ୍ୟାର ପ୍ରଭାବରେ ବର୍ଷା ମହାକାଳପଡ଼ା ବ୍ଳକ୍ ଆଶ୍ରମ ବାଲୁକୁଦା ଗ୍ରାମ ରେ ଜଳବନ୍ଦୀ ରେ ଜୀବନ

25/09/2026

କେନ୍ଦ୍ରାପଡ଼ା ଜିଲ୍ଲାରେ ବର୍ଷା ପବନ ଜାରି 🌧️💨
ବାତ୍ୟା ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ। ସତର୍କ ରୁହନ୍ତୁ।
ଆପଣଙ୍କ ଅଞ୍ଚଳରେ ପାଗ କେମିତି ଅଛି? କମେଣ୍ଟରେ ଜଣାନ୍ତୁ।
#କେନ୍ଦ୍ରାପଡ଼ା_ଖବର

କେନ୍ଦ୍ରାପଡ଼ାରେ ବାତ୍ୟାର ପ୍ରଭାବ ଜାରି...ସକାଳୁ ବର୍ଷା ପବନ ଲାଗି ରହିଛି। ସମୁଦ୍ର ଅଶାନ୍ତ, ଆକାଶ ମେଘାଚ୍ଛନ୍ନ। ସମସ୍ତେ ସତର୍କରେ ରୁହନ୍ତୁ,...
25/09/2026

କେନ୍ଦ୍ରାପଡ଼ାରେ ବାତ୍ୟାର ପ୍ରଭାବ ଜାରି...
ସକାଳୁ ବର୍ଷା ପବନ ଲାଗି ରହିଛି। ସମୁଦ୍ର ଅଶାନ୍ତ, ଆକାଶ ମେଘାଚ୍ଛନ୍ନ। ସମସ୍ତେ ସତର୍କରେ ରୁହନ୍ତୁ, ସୁରକ୍ଷିତ ସ୍ଥାନରେ ରୁହନ୍ତୁ।
#କେନ୍ଦ୍ରାପଡ଼ା #ବାତ୍ୟା #ବର୍ଷା_ପବନ

କେନ୍ଦ୍ରାପଡ଼ା ଜିଲ୍ଲାରେ ରାସ୍ତା ନାହିଁ, ଅଛି କେବଳ ଗାତ!ଏ ରାସ୍ତା ନା ମରଣ ଯନ୍ତା?ବର୍ଷା ଦିନେ ପୋଖରୀ, ଖରା ଦିନେ ଧୂଳି - ଏହା ହେଉଛି ଆମ କେ...
24/09/2026

କେନ୍ଦ୍ରାପଡ଼ା ଜିଲ୍ଲାରେ ରାସ୍ତା ନାହିଁ, ଅଛି କେବଳ ଗାତ!
ଏ ରାସ୍ତା ନା ମରଣ ଯନ୍ତା?
ବର୍ଷା ଦିନେ ପୋଖରୀ, ଖରା ଦିନେ ଧୂଳି - ଏହା ହେଉଛି ଆମ କେନ୍ଦ୍ରାପଡ଼ାର ବାସ୍ତବ ଚିତ୍ର। ପ୍ରତିଦିନ ଶହ ଶହ ଲୋକ ଏହି ଭଙ୍ଗା ରାସ୍ତାରେ ଯାତାୟାତ କରୁଛନ୍ତି, ଦୁର୍ଘଟଣାର ଶିକାର ହେଉଛନ୍ତି। ରୋଗୀ, ଛାତ୍ରଛାତ୍ରୀ, ସାଧାରଣ ଜନତା ସମସ୍ତେ ହନ୍ତସନ୍ତ।
ପ୍ରଶାସନ କଣ ଶୋଇଛି? ଏତେ ଅଭିଯୋଗ ପରେ ବି କାହିଁକି ପଡୁନି ପ୍ରଶାସନର ଦୃଷ୍ଟି?
ଆଉ କେତେ ଦିନ ଅପେକ୍ଷା କରିବୁ ଆମେ?
ଏହି ପୋଷ୍ଟକୁ ଅଧିକରୁ ଅଧିକ Share କରନ୍ତୁ ଯେମିତି ପ୍ରଶାସନ ପର୍ଯ୍ୟନ୍ତ ପହଞ୍ଚିପାରିବ।

#କେନ୍ଦ୍ରାପଡ଼ା #ପ୍ରଶାସନ_ଦୃଷ୍ଟି_ଦିଅ

Address

Kendrapara
HTTP://WWW.CITYPINCODE.IN/ORISSA/KENDRAPARA/KENDRAPARA PINCODE

Website

Alerts

Be the first to know and let us send you an email when ZZE 24 ଓଡ଼ିଶା posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share