G News Bharat

G News Bharat ଆମ କଥା ଆମ ଅଞ୍ଚଳ ର କଥା କେବଳ G News ଭାରତ ରେ କେବଳ ସତ୍ୟ ର ଖବର
(1)

13/06/2026

ଏରଞ୍ଚ ଗ୍ରାମ ପଞ୍ଚାୟତ ରେ ରଜ ମହୋତ୍ସବ 2026,ପାନ ସାଙ୍ଗ କୁ ପୋଡପିଠା ମଜା ନେବେ ଗ୍ରାମବାସୀ!!! G News Bharat #ରଜ #ରଜମହୋତ୍ସବ #ନିଆଳୀ

13/06/2026

କ୍ରୀଡା ଶିକ୍ଷକଙ୍କ ଅକାଳ ବିୟୋଗ ନିମାପଡା ଅଞ୍ଚଳରେ ଶୋକର ଛାୟା!!! G News Bharat

13/06/2026

ବାଙ୍କୀ ରେ ବିଜେଡି ତରଫରୁ ବନ୍ଧୁ ମିଳନ ଅନୁଷ୍ଠିତ ଯୋଗ ଦେଲେ ଶତାଧିକ କର୍ମୀ!! G News Bharat #ବାଙ୍କୀ

12/06/2026

ପିତାମାତା ଓ ଗୁରୁଙ୍କ ପ୍ରତି ଗଭୀର ଭକ୍ତି କଲେ ସବୁ ଜିନିଷ ତୁମ ପାଖକୁ ଆପେ ଆପେ ଚାଲି ଆସିଯିବ!!! G News Bharat

12/06/2026

ବୀର ସୁରେନ୍ଦ୍ର ସାଏ ଙ୍କର ସଂଘର୍ଷ ଓ ବଳିଦାନ ର ମାଟି ସମ୍ବଲପୁର :ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ!!! G News Bharat

11/06/2026

୧୯୯୭ ବ୍ୟାଚ ର ଗୁରୁ ପୂଜନ ସହ ବନ୍ଧୁ ମିଳନ ଅନୁଷ୍ଠିତ, ନିଆରା ପରମ୍ପରା ସୁଷ୍ଟି କଲେ ପୁରାତନ ଛାତ୍ର ଛାତ୍ରୀ!!! G News Bharat

10/06/2026

🔥 ସମ୍ବଲପୁରରେ ଛାତ୍ର ଆକ୍ରୋଶ 🔥
📢 ପ୍ରଶ୍ନପତ୍ର ଲିକ୍ କୁ ନେଇ ବିସ୍ଫୋରଣ!
👤 କଂଗ୍ରେସ ମଞ୍ଚରେ କହ୍ନେୟା କୁମାର
🚨 “ନ୍ୟାୟ ଦରକାର” ରେ ଗୁଞ୍ଜିଲା ସମ୍ବଲପୁର କଣ କହିଲେ ଜାତୀୟ ଛାତ୍ର ନେତା କହ୍ନେୟା କୁମାର!!! G News Bharat

ଅଶେଷ ଅଶେଷ ଧନ୍ୟବାଦଶ୍ରୀ ଭଜମନ ବିଶ୍ୱାଳ ସାରଙ୍କୁ ଈଶ୍ୱର ଆପଣ ଙ୍କୁ ଭଲ ରେ ରଖନ୍ତୁ.!!!!  G News Bharat
10/06/2026

ଅଶେଷ ଅଶେଷ ଧନ୍ୟବାଦଶ୍ରୀ ଭଜମନ ବିଶ୍ୱାଳ ସାରଙ୍କୁ ଈଶ୍ୱର ଆପଣ ଙ୍କୁ ଭଲ ରେ ରଖନ୍ତୁ.!!!! G News Bharat

10/06/2026

ମୌଳିକ ସୁବିଧା ଆଗ ପରେ ଶିଳାନ୍ୟାସ ବାଲେଶ୍ୱର ସାଂସଦ ପ୍ରତାପ ନନା ଙ୍କୁ ବିରୋଧ, କର୍ମୀ ଧାରଣା କାରି ଙ୍କ ଭିତରେ ହାତାହାତୀ ଶେଷରେ ହଟହଟା ରେ ଉଦଘାଟନ କଲେ ଶିଳାନ୍ୟାସ!!!! G News Bharat

ଏ ବାବୁ ଙ୍କର ନାମ ଓମ, ଯିଏ ସୌମ୍ୟ ଙ୍କ ର ସାମୁହିକ ହତ୍ୟା ର ପ୍ରତ୍ୟକ୍ଷ ଦର୍ଶୀ ଏବଂ ଏ ବାବୁ ବି ଚାହିଁ ଥିଲେ ବି ସୌମ୍ୟ ବଞ୍ଚି ପାରିଥାନ୍ତା? ...
10/06/2026

ଏ ବାବୁ ଙ୍କର ନାମ ଓମ, ଯିଏ ସୌମ୍ୟ ଙ୍କ ର ସାମୁହିକ ହତ୍ୟା ର ପ୍ରତ୍ୟକ୍ଷ ଦର୍ଶୀ ଏବଂ ଏ ବାବୁ ବି ଚାହିଁ ଥିଲେ ବି ସୌମ୍ୟ ବଞ୍ଚି ପାରିଥାନ୍ତା? ଦୀର୍ଘ ଦେଢ଼ ଘଣ୍ଟା ସୌମ୍ୟ କୁ ବାଡେ଼ଇଲେ, ଗୋଟେ କଲ ରେ 10-20 ମିନିଟ ଭିତରେ ଗାଁ ଲୋକ ଏବଂ ଜିମ ପିଲାମାନେ ବି ଆସି ପାରି ଥାନ୍ତେ କଣ କହିବେ ଏ ବିଷୟରେ?????

Address

Niali
754105

Telephone

+919040123534

Website

Alerts

Be the first to know and let us send you an email when G News Bharat posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to G News Bharat:

Share