Happy paikmal

Happy paikmal Contact information, map and directions, contact form, opening hours, services, ratings, photos, videos and announcements from Happy paikmal, Social Media Agency, Paikmal.

ନାରୀର ସମ୍ମାନ, ସମାଜର ଗର୍ବ 💚ପାଇକମାଲରେ ସଫଳତାର ସହିତ ଆୟୋଜିତ “ନାରୀ ଅଧିକାର ଅଭିଯାନ”ଏକତା, ସଚେତନତା ଓ ନାରୀ ସଶକ୍ତିକରଣର ଅଦ୍ଭୁତ ପ୍ରୟାସ...
23/05/2026

ନାରୀର ସମ୍ମାନ, ସମାଜର ଗର୍ବ 💚
ପାଇକମାଲରେ ସଫଳତାର ସହିତ ଆୟୋଜିତ “ନାରୀ ଅଧିକାର ଅଭିଯାନ”
ଏକତା, ସଚେତନତା ଓ ନାରୀ ସଶକ୍ତିକରଣର ଅଦ୍ଭୁତ ପ୍ରୟାସ।

⚠️ Extreme Heatwave Alert & Mobile Safety Awareness ⚠️ଗରମ ବଢ଼ୁଛି... ସତର୍କ ରୁହନ୍ତୁ ❗ଅତ୍ୟଧିକ ତାପମାତ୍ରାରେ ମୋବାଇଲ ଫୋନ୍ ବ୍ଲାଷ...
23/05/2026

⚠️ Extreme Heatwave Alert & Mobile Safety Awareness ⚠️
ଗରମ ବଢ଼ୁଛି... ସତର୍କ ରୁହନ୍ତୁ ❗
ଅତ୍ୟଧିକ ତାପମାତ୍ରାରେ ମୋବାଇଲ ଫୋନ୍ ବ୍ଲାଷ୍ଟ ଘଟଣା ଚିନ୍ତାଜନକ । 📱💥
✅ ଫୋନ୍ କୁ ସୂର୍ଯ୍ୟ ତଳେ ରଖନ୍ତୁ ନାହିଁ
✅ ଅଧିକ ଗରମ ହେଲେ ଚାର୍ଜିଂ ବନ୍ଦ କରନ୍ତୁ
✅ ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ
🌡️ Heatwave Alert in Odisha

💧 Drink Water | 😷 Avoid Direct Sunlight | ☂️ Stay Safe

📲 Follow Happy Paikmal on Instagram, Facebook, Twitter & YouTube

🌐 www.happypaikmal.com

☀️ Heat Wave Alert in Paikmal! 🌡️46°C is no joke — Stay hydrated, avoid direct sunlight & take care of your loved ones. ...
22/05/2026

☀️ Heat Wave Alert in Paikmal! 🌡️
46°C is no joke — Stay hydrated, avoid direct sunlight & take care of your loved ones. ❤️
Stay Safe. Stay Cool. Stay Happy Paikmal!

🌡️🔥 Paikmal Under Heatwave Alert! 🔥🌡️Today’s temperature touched a scorching 42°C ☀️🥵Stay safe and take care of yourself...
20/05/2026

🌡️🔥 Paikmal Under Heatwave Alert! 🔥🌡️
Today’s temperature touched a scorching 42°C ☀️🥵
Stay safe and take care of yourself & your family ❤️

💧 Drink plenty of water
🧢 Avoid going out in direct sunlight
🍉 Eat light & stay hydrated
👶 Take extra care of children & elderly people
⚠️ Heatwave can be dangerous — stay alert, stay cool!
📍 Happy Paikmal – Your Local News & Updates Partner

📢 ଆମ ଅଞ୍ଚଳ ପାଇଁ ଖୁସିର ଖବର!ଆପଣମାନଙ୍କୁ ଜଣାଇ ଆମେ ବହୁତ ଖୁସି ଯେ, ପାଇକମାଳ ସଡ଼କ ପଡ଼ାରେ ଡ୍ରେନେଜ କାମ ଆରମ୍ଭ ହୋଇଯାଇଛି! 🏗️✨ଏହା ଆମ ସମ...
20/05/2026

📢 ଆମ ଅଞ୍ଚଳ ପାଇଁ ଖୁସିର ଖବର!

ଆପଣମାନଙ୍କୁ ଜଣାଇ ଆମେ ବହୁତ ଖୁସି ଯେ, ପାଇକମାଳ ସଡ଼କ ପଡ଼ାରେ ଡ୍ରେନେଜ କାମ ଆରମ୍ଭ ହୋଇଯାଇଛି! 🏗️✨

ଏହା ଆମ ସମସ୍ତଙ୍କ ଏକତାର ଏକ ବଡ଼ ସଫଳତା। ଯେତେବେଳେ ଆମେ ଏକାଠି ହୋଇ ସମସ୍ୟା ବିଷୟରେ ସ୍ୱର ଉତ୍ତୋଳନ କରୁ, ସେତେବେଳେ ପରିବର୍ତ୍ତନ ନିଶ୍ଚୟ ଆସେ।

କିଭଳି ଏହି ସଫଳତା ମିଳିଲା:
୧️ସମସ୍ୟା ଉପସ୍ଥାପନ: 'ଟିମ୍ ହାପି ପାଇକମାଳ' ସୋସିଆଲ ମିଡିଆ ମାଧ୍ୟମରେ ସମସ୍ୟାକୁ ଉପସ୍ଥାପନ କରିଥିଲେ।
୨️ ଜନସାଧାରଣଙ୍କ ସହଯୋଗ: ଅଞ୍ଚଳବାସୀ ଏକାଠି ହୋଇ ନିଜର ଦାବି ରଖିଥିଲେ।
୩️ କାର୍ଯ୍ୟ ଆରମ୍ଭ: ଏବେ ଡ୍ରେନେଜ କାମ ଜୋରସୋରରେ ଚାଲିଛି!

ଏହି ସାଧୁ ଉଦ୍ୟମରେ ସହଯୋଗ କରିଥିବା ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ। ଏହା ପ୍ରମାଣ କରେ ଯେ, ଜନସାଧାରଣଙ୍କ ମତ କେତେ ଗୁରୁତ୍ୱପୂର୍ଣ୍ଣ। ଆସନ୍ତୁ ମିଳିମିଶି ଏକ ଉନ୍ନତ ପାଇକମାଳ ଗଢ଼ିବା। 🤝💪

ଅଧିକ ଅପଡେଟ୍ ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ!

🌐 ଆମ ୱେବସାଇଟ୍: happypaikmal.com

20/05/2026

ଆପଣ ମାନଙ୍କ ମତା ମତ ନିହାତି ଜଣାଇବେ କେତେ ପ୍ରତିଷଦ ପାଇକମାଳ ବିଡ଼ିଓ ସାରଙ୍କର କଥା ଠିକ୍!






20/05/2026

କଣ ବିଡ଼ିଓ ସାର ଙ୍କର ବାକ୍ୟ ସଠିକ୍ ଅଟେ ପାଇକମାଳ ସଡ଼କ ପଡା ର ସମସ୍ୟା ଦୀର୍ଘ ଦିନ ଠାରୁ ଆସୁ ଅଛି କିନ୍ତୁ ଏହା ପ୍ରତି କିଛି ସମାଧାନ ହେଉ ପାରୁ ନାହିଁ କଥା ଖାଲି ପ୍ରତି ସୃତି ରେ ରହୁଛି ଏହା କଣ ଡବଲ ଇଞ୍ଜିନ ସରକାର?

ଆପଣ ମାନଙ୍କ ମତାମତ Comments Section ରେ ଜଣାନ୍ତୁ ।







20/05/2026

ଆମେ ଅନୁରୋଧ କରୁଛୁ ପ୍ରଶାସନ କୁ ଏହି ସମସ୍ୟା ପ୍ରତି ଯଥା ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆ ଯାଉ ବଳି।




ପାଇକମାଳ ସଡ଼କ ପଡା ଅଞ୍ଚଳରେ ଉଗ୍ର ରୂପ ନେଇଛି ପାଣି ସମସ୍ୟା ଓ ଡ୍ରେନ ସମସ୍ୟା। ଦୀର୍ଘ ଦିନ ଧରି ପାନୀୟ ଜଳର ସମସ୍ୟା ଓ ଡ୍ରେନ ର ସମସ୍ୟା ଭୋଗୁ...
20/05/2026

ପାଇକମାଳ ସଡ଼କ ପଡା ଅଞ୍ଚଳରେ ଉଗ୍ର ରୂପ ନେଇଛି ପାଣି ସମସ୍ୟା ଓ ଡ୍ରେନ ସମସ୍ୟା। ଦୀର୍ଘ ଦିନ ଧରି ପାନୀୟ ଜଳର ସମସ୍ୟା ଓ ଡ୍ରେନ ର ସମସ୍ୟା ଭୋଗୁଥିବା ସ୍ଥାନୀୟ ବାସିନ୍ଦା ଶେଷରେ ବାଧ୍ୟ ହୋଇ ଆଜି ସକାଳୁ ସକାଳୁ ରାସ୍ତାରୋକ କରିଛନ୍ତି। ବିଶେଷ କରି ଅଞ୍ଚଳର ମହିଳାମାନେ ଏକାଠି ହୋଇ ସଡ଼କ ପଡା ମୁଖ୍ୟ ରାସ୍ତା ଉପରେ ଚଟେଇ ପାରି ବସି ରହିବା ସହ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି।

ରାଜ୍ୟରେ ଗ୍ରାହକଙ୍କୁ ପୁଣି ଏକ ବଡ଼ ଝଟ୍‌କା ଲାଗିଛି। ସପ୍ତାହକ ମଧ୍ୟରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟିଛି। ...
19/05/2026

ରାଜ୍ୟରେ ଗ୍ରାହକଙ୍କୁ ପୁଣି ଏକ ବଡ଼ ଝଟ୍‌କା ଲାଗିଛି। ସପ୍ତାହକ ମଧ୍ୟରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟିଛି। ମେ ୧୫ ତାରିଖରେ ଲିଟର ପିଛା ପ୍ରାୟ ୩ ଟଙ୍କା ବୃଦ୍ଧି ପାଇବା ପରେ, ଆଜି (ମେ ୧୯) ପୁଣି ଥରେ ତେଲ ଦର ପ୍ରାୟ ୦.୯୦ ପଇସା ମହଙ୍ଗା ହୋଇଛି। ପ୍ରାୟ ୪ ବର୍ଷର ବ୍ୟବଧାନ ପରେ ଦେଶରେ ଏହିଭଳି ଭାବେ ଇନ୍ଧନ ମୂଲ୍ୟରେ ସଂଶୋଧନ କରାଯାଉଥିବା ଦେଖିବାକୁ ମିଳିଛି।

Address

Paikmal
768039

Alerts

Be the first to know and let us send you an email when Happy paikmal posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Happy paikmal:

Share