Sundargarh Surakshya Manch

Sundargarh Surakshya Manch ତଥ୍ୟ ସଂଗ୍ରହ କରିବା ଓ ଉକ୍ତ ତଥ୍ୟକୁ ସର୍ବସାଧାରଣଙ୍କ ନିମନ୍ତେ ପ୍ରକାଶିତ କରିବା । ସମାଜର ବିଭିନ୍ନ ସାଂସ୍କୃତିକ ଓ ଜନହିତକାରୀ କାର୍ଯ୍ୟ କରିବା ।

17/05/2026


ପ୍ରଥମେ ଧନ୍ୟବାଦ ଦେବି OTV କୁ 🙏 । ଅରାଜକତା କୁ କୌଣସି ପ୍ରକାର ରେ ପ୍ରଶ୍ରୟ ଦେବା ଉଚିତ୍ ନୁହେଁ ,ସେ କୌଣସି ବ୍ୟକ୍ତି ବିଶେଷ ହେଇ ଥାନ୍ତୁନା କାହିଁକି । ସରକାରୀ କର୍ମଚାରୀ କୌଣସି କାମ କରୁନଥିଲେ ଉଚ୍ଚପଦସ୍ଥ ଅଧିକାରୀଙ୍କ ନିକଟରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଅଭିଯୋଗ କରାଯାଇ ପାରିବ କିନ୍ତୁ ଚମକା ଚମକି କରି Kangaroo Court କରିବା ଆଦୌ ଠିକ୍ ନୁହେଁ ।

17/05/2026

🚍 #ଗଡ଼ୁନି_ଆମ_ବସ 😔
ଆଜି ରାଉରକେଲା ସହରରେ ସମ୍ପୂର୍ଣ୍ଣ ବନ୍ଦ ରହିଛି ‘ଆମ ବସ’ ସେବା।
ପ୍ରତିଦିନ ସହରର ବିଭିନ୍ନ ରୁଟ୍‌ରେ ଚଳାଚଳ କରୁଥିବା ପ୍ରାୟ ୧୦୦ଟି ବସ ଆଜି ରାସ୍ତାକୁ ବାହାରିନାହିଁ। 🛑

ସହରର ଜନସାଧାରଣ ପ୍ରଶ୍ନ କରୁଛନ୍ତି —
👉 କେବେ ସାଧାରଣ ହେବ ଆମ ବସ ସେବା?

ରାଉରକେଲାର ଦୈନନ୍ଦିନ ଜୀବନରେ ‘ଆମ ବସ’ ଏକ ଭରସାର ନାମ। ସେବା ଶୀଘ୍ର ସାମାନ୍ୟ ହେବାକୁ ସମସ୍ତଙ୍କ ଆଶା। 🙏

🌺✨  #ସତୀ_ସାବିତ୍ରୀଙ୍କ_ଅମର_ପ୍ରେମ_କାହାଣୀ ✨🌺ପତିବ୍ରତାର ଶକ୍ତି କେତେ ମହାନ୍‌, ତାହାର ଜୀବନ୍ତ ଉଦାହରଣ ହେଲେ ସତୀ ସାବିତ୍ରୀ। 💫ସ୍ୱାମୀ ସତ୍ୟ...
16/05/2026

🌺✨ #ସତୀ_ସାବିତ୍ରୀଙ୍କ_ଅମର_ପ୍ରେମ_କାହାଣୀ ✨🌺

ପତିବ୍ରତାର ଶକ୍ତି କେତେ ମହାନ୍‌, ତାହାର ଜୀବନ୍ତ ଉଦାହରଣ ହେଲେ ସତୀ ସାବିତ୍ରୀ। 💫

ସ୍ୱାମୀ ସତ୍ୟବାନଙ୍କ ଜୀବନ ବଞ୍ଚାଇବା ପାଇଁ ସେ ଯମରାଜଙ୍କ ସହିତ ମଧ୍ୟ ସଂଘର୍ଷ କରିଥିଲେ। ଅଟୁଟ ଭକ୍ତି, ଅସୀମ ସାହସ ଓ ସତ୍ୟ ପ୍ରେମର ଶକ୍ତିରେ ସାବିତ୍ରୀ ମୃତ୍ୟୁକୁ ମଧ୍ୟ ପରାଜିତ କରିଥିଲେ। 🙏
🌿 ବଟବୃକ୍ଷ ତଳେ କରାଯାଇଥିବା ଏହି ପୂଜା କେବଳ ଏକ ପରମ୍ପରା ନୁହେଁ,
ଏହା ହେଉଛି —
❤️ ଭଲପାଇବାର ପ୍ରତୀକ
💍 ସମର୍ପଣର ପ୍ରତିଜ୍ଞା
🕯️ ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ ଅଟୁଟ ଆସ୍ଥା
✨ “ଯେଉଁଠାରେ ଭକ୍ତି ଓ ସତ୍ୟ ପ୍ରେମ ଥାଏ, ସେଠାରେ ଭାଗ୍ୟ ମଧ୍ୟ ହାର ମାନେ।” ✨

ପବିତ୍ର ସାବିତ୍ରୀ ଅମାବାସ୍ୟାର ଅନେକ ଶୁଭେଚ୍ଛା। 🌺🙏

#ସାବିତ୍ରୀଅମାବାସ୍ୟା

🚨⛽  #ତେଲ_ସଙ୍କଟରେ_ଠପ୍‌_ଆମ୍ବୁଲାନ୍ସ_ସେବା ! 🚑⚠️ରାଉରକେଲାରେ ତେଲ ଅଭାବର ଭୟଙ୍କର ପ୍ରଭାବ 😟୧୦୮ ଆମ୍ବୁଲାନ୍ସ ଓ ଜନନୀ ସେବା ଗାଡ଼ି ଚଳାଚଳରେ ...
16/05/2026

🚨⛽ #ତେଲ_ସଙ୍କଟରେ_ଠପ୍‌_ଆମ୍ବୁଲାନ୍ସ_ସେବା ! 🚑⚠️
ରାଉରକେଲାରେ ତେଲ ଅଭାବର ଭୟଙ୍କର ପ୍ରଭାବ 😟
୧୦୮ ଆମ୍ବୁଲାନ୍ସ ଓ ଜନନୀ ସେବା ଗାଡ଼ି ଚଳାଚଳରେ ବଡ଼ ବାଧା ସୃଷ୍ଟି ହୋଇଛି।
ଜରୁରୀ ସମୟରେ ରୋଗୀ ଓ ଗର୍ଭବତୀ ମହିଳାମାନେ ହେଉଛନ୍ତି ସବୁଠାରୁ ଅଧିକ ପୀଡ଼ିତ। 😢

❌ ଡିଜେଲ ପମ୍ପ ବନ୍ଦ
❌ ଆମ୍ବୁଲାନ୍ସ ଅଟକିଗଲା
❌ ଜରୁରୀ ଚିକିତ୍ସା ସେବା ପ୍ରଭାବିତ

🩺 “ଜୀବନ ବଞ୍ଚାଇବା ପୂର୍ବରୁ ଯଦି ତେଲ ଭାବିବାକୁ ପଡ଼େ, ସେଥିରେ ବ୍ୟବସ୍ଥାର ବିଫଳତା ସ୍ପଷ୍ଟ।”

#जननीसेवा

🚨🦟  #ସାବଧାନ_ଡେଙ୍ଗୁର_ଭୟ_ବଢ଼ୁଛି 🦟🚨ସୁନ୍ଦରଗଡ଼ ଜିଲ୍ଲାରେ ପ୍ରତିବର୍ଷ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାବେଳେ, ସଚେତନତାର ଅଭାବ ହେଉଛି...
16/05/2026

🚨🦟 #ସାବଧାନ_ଡେଙ୍ଗୁର_ଭୟ_ବଢ଼ୁଛି 🦟🚨
ସୁନ୍ଦରଗଡ଼ ଜିଲ୍ଲାରେ ପ୍ରତିବର୍ଷ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାବେଳେ, ସଚେତନତାର ଅଭାବ ହେଉଛି ସବୁଠାରୁ ବଡ଼ ସମସ୍ୟା।

ଏକ ଛୋଟ ଅବହେଳା ଆପଣଙ୍କ ପରିବାରକୁ ବଡ଼ ବିପଦରେ ପକାଇପାରେ ! ⚠️

❌ ଘର ଚାରିପାଖରେ ପାଣି ଜମା ହେବାକୁ ଦିଅନ୍ତୁ ନାହିଁ
❌ ଅପରିଷ୍କାର ପରିବେଶ ରଖନ୍ତୁ ନାହିଁ
✅ ସଫାସୁଥା ରଖନ୍ତୁ
✅ ମଶାଦାନି ବ୍ୟବହାର କରନ୍ତୁ
✅ ଜ୍ୱର ହେଲେ ତୁରନ୍ତ ଚିକିତ୍ସା କରନ୍ତୁ

🩺 “ଡେଙ୍ଗୁରୁ ବଞ୍ଚିବାକୁ ହେଲେ ସଚେତନ ହେବା ଅତ୍ୟାବଶ୍ୟକ”
ଆସନ୍ତୁ ଏକାଠି ହୋଇ ଗଢ଼ିବା —
✨ #ଡେଙ୍ଗୁ_ମୁକ୍ତ_ସୁନ୍ଦରଗଡ଼ ✨

15/05/2026

Good night Friends

24/11/2025
Action Take Report
19/07/2025

Action Take Report

ମହୋଦୟ, ଆଜି ତା.୦୭.୦୭.୨୦୨୫"ସମ୍ବାଦ" ଖବର କାଗଜରେ ପ୍ରକାଶିତ ସୁନ୍ଦରଗଡ଼ ଲାଠିକଟା ବ୍ଲକ ବିରକେରା ପଞ୍ଚାୟତ ରାଣ୍ଟ ଛକରୁ ନାକଖଣ୍ଡି ରାସ୍ତା ସ...
07/07/2025

ମହୋଦୟ,
ଆଜି ତା.୦୭.୦୭.୨୦୨୫"ସମ୍ବାଦ" ଖବର କାଗଜରେ ପ୍ରକାଶିତ ସୁନ୍ଦରଗଡ଼ ଲାଠିକଟା ବ୍ଲକ ବିରକେରା ପଞ୍ଚାୟତ ରାଣ୍ଟ ଛକରୁ ନାକଖଣ୍ଡି ରାସ୍ତା ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରୁଅଛୁ🙏

#𝗠𝗼𝗵𝗮𝗻𝗠𝗢𝗱𝗶𝘀𝗵𝗮 #𝗞𝗩𝗦𝗶𝗻𝗴𝗵𝗗𝗲𝗼𝟭 #𝗣𝗥𝗗𝗲𝗽𝘁𝗢𝗱𝗶𝘀𝗵𝗮 #𝗯𝗱𝗼𝗹𝗮𝘁𝗵𝗶𝗸𝗮𝘁𝗮 #𝗷𝘂𝗮𝗹𝗼𝗿𝗮𝗺 #𝗕𝗵𝗮𝗯𝗮𝗻𝗶𝗦𝗕𝗵𝗼𝗶 #𝗗𝗠𝗦𝘂𝗻𝗱𝗮𝗿𝗴𝗮𝗿𝗵

ମହୋଦୟ,ଆଜି ତା.୦୭.୦୭.୨୦୨୫"ପ୍ରମେୟ"ଖବର କାଗଜରେ ପ୍ରକାଶିତ ବଣାଇ ବ୍ଲକର କେନ୍ଦ୍ରିକଳା ଓ ନରେନ୍ଦ୍ର ପଞ୍ଚାୟତ ବର୍ଷାଯୋଗୁଁ କ୍ଷୟକ୍ଷତି ପରିବାର...
07/07/2025

ମହୋଦୟ,
ଆଜି ତା.୦୭.୦୭.୨୦୨୫"ପ୍ରମେୟ"ଖବର କାଗଜରେ ପ୍ରକାଶିତ ବଣାଇ ବ୍ଲକର କେନ୍ଦ୍ରିକଳା ଓ ନରେନ୍ଦ୍ର ପଞ୍ଚାୟତ ବର୍ଷାଯୋଗୁଁ କ୍ଷୟକ୍ଷତି ପରିବାରକୁ ସାହାଯ୍ୟ ନିମନ୍ତେ ଅନୁରୋଧ🙏

#𝗠𝗼𝗵𝗮𝗻𝗠𝗢𝗱𝗶𝘀𝗵𝗮 #𝗞𝗩𝗦𝗶𝗻𝗴𝗵𝗗𝗲𝗼𝟭 #𝗣𝗥𝗗𝗲𝗽𝘁𝗢𝗱𝗶𝘀𝗵𝗮 #𝗕𝗵𝗮𝗯𝗮𝗻𝗶𝗦𝗕𝗵𝗼𝗶 #𝗷𝘂𝗮𝗹𝗼𝗿𝗮𝗺 #𝗗𝗠𝗦𝘂𝗻𝗱𝗮𝗿𝗴𝗮𝗿𝗵

Action Taken Report
07/07/2025

Action Taken Report

Address

Jhirpani
Rourkela

Telephone

+917978390376

Website

Alerts

Be the first to know and let us send you an email when Sundargarh Surakshya Manch posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Sundargarh Surakshya Manch:

Share